କଟକ: କଟକ ଜିଲ୍ଲାପାଳଙ୍କ ନାଁରେ ପୁଣି ଫେକ ଆକାଉଣ୍ଟ । ହ୍ବାଟ୍ସଆପରେ ଫେକ ଆକାଉଣ୍ଟ ଖୋଲିଲେ ସାଇବର ଠକ । ଜିଲ୍ଳାପାଳଙ୍କ ଫଟୋକୁ ଡିପି ରଖିଛନ୍ତି ଠକ । କିଛି ଲୋକଙ୍କୁ ଅର୍ଥ ଦାବି ମଧ୍ୟ କରୁଛନ୍ତି । ଏଥିପ୍ରତି ସତର୍କ ରଖିବା ପାଇଁ ନିବେଦନ କଲେ କଟକ ଜିଲ୍ଲାପାଳ । ତେବେ 6 ମାସ ମଧ୍ୟରେ ଦ୍ବିତୀୟ ଥର ଜିଲ୍ଲାପାଳଙ୍କ ଫେକ ଆକାଉଣ୍ଟ ଖୋଲିଲେ ଦୁର୍ବୃତ୍ତ ।

ଇଟିଭି ବାରତ, କଟକ