ETV Bharat / state

ମହାନଦୀରୁ ମିଳିଲା ଛୋଟୁର ମୃତଦେହ, କାଲି ଭାସିଯାଇଥିଲେ

ମହାନଦୀ ଯୋବ୍ରା ବ୍ୟାରେଜ ନିକଟରେ 3 ଜଣ ଭାସିଯିବା ଘଟଣା । ନିଖୋଜ ଦୁଇ ନାବାଳକ ମଧ୍ୟରୁ ଆଉ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ତେବେ ଏହି ମୃତଦେହଟି ଛୋଟୁର ହୋଇଥିବା ଜଣାପଡ଼ିଛି। ଅଧିକ ପଢ଼ନ୍ତୁ

author img

By

Published : Apr 11, 2022, 2:12 PM IST

another dead body found from mahanadi
ମହାନଦୀରେ 3 ଜଣ ବୁଡିବା ଘଟଣା: ମିଳିଲା ଛୋଟୁର ମୃତଦେହ

କଟକ: ମହାନଦୀ ଯୋବ୍ରା ବ୍ୟାରେଜ ନିକଟରେ 3 ଜଣ ଭାସିଯିବା ଘଟଣା । ନିଖୋଜ ଦୁଇ ନାବାଳକ ମଧ୍ୟରୁ ଆଉ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ତେବେ ଏହି ମୃତଦେହଟି ଛୋଟୁର ହୋଇଥିବା ଜଣାପଡ଼ିଛି।

ଏହା ମଧ୍ୟ ପଢ଼ନ୍ତୁ ମହାନଦୀ ଯୋବ୍ରା ବ୍ୟାରେଜରେ ଭାସିଯାଇ ଜଣେ ମୃତ, 2 ନିଖୋଜ

ଗତକାଲି ମହାନଦୀ ଯୋବ୍ରା ବ୍ୟାରେଜରେ ଗାଧୋଇବାବେଳେ ତିନି ଜଣ ବୁଡ଼ିଯାଇଥିଲେ। ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବାବେଳେ ଆଜି ଅନ୍ୟ ଦୁଇ ନିଖୋଜ ନାବାଳକଙ୍କୁ ଉଦ୍ଧାର କରିବା ପାଇଁ ଓଡ୍ରାଫ ଟିମ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ଯାହା ଫଳରେ ଛୋଟୁର ମୃତଦେହ ଉଦ୍ଧାର ହୋଇଛି। ମୃତଦେହ ଉଦ୍ଧାର ପରେ ଏସସିବି ମେଡିକାଲକୁ ପଠାଯାଇଛି।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.