ETV Bharat / state

ମନ୍ଦିର ନିକଟରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

କଟକ ସହରର ବିଡାନାସୀ ସାହିର ଭୂଆଷୁଣୀ ମନ୍ଦିର ନିକଟରୁ ଏକ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକଙ୍କ ପରିଚୟ ମିଳିପାରିନଥିବା ବେଳେ ପୋଲିସର ତଦନ୍ତ ଜାରି ରହିଛି।

author img

By

Published : Jun 22, 2019, 9:40 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, କଟକ

କଟକ: ସହର ସ୍ଥିତ ବିଡାନାସୀ ସାହିର ଭୂଆଷୁଣୀ ମନ୍ଦିର ନିକଟରୁ ଏକ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତଦେହ ପଡିଥିବାର ଦେଖି ପ୍ରଥମେ ସ୍ଥାନୀୟ ଲୋକେ ବିଡ଼ାନାସୀ ଥାନାକୁ ଖବର ଦେଇଥିଲେ । ପରେ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସ ସହାୟତାରେ ଶବ ବ୍ୟବଚ୍ଛେଦ ପାଇଁ ଏସସିବି ବଡ ମେଡିକାଲକୁ ପଠାଇଥିଲେ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, କଟକ

ଅନ୍ୟପଟେ ମୃତକଙ୍କ ପରିଚୟ ମିଳିପାରିନଥିବା ବେଳେ କେମିତି ଏଠାକୁ ଯୁବକ ଆସିଲେ ଓ କିଭଳି ତାଙ୍କର ମୃତ୍ୟୁ ହେଲା ସେ ସମ୍ପର୍କରେ ପୋଲିସ ତଦନ୍ତ ଚଳାଇଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:Body:

କଟକ:  ଜିଲ୍ଲାର ବିଡାନାସୀ ସାହିର ଭୂଆଷୁଣୀ ମନ୍ଦିର ନିକଟରୁ ଏକ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତଦେହ ପଡିଥିବାର ଦେଖି ପ୍ରଥମେ ସ୍ଥାନୀୟ ଲୋକମାନେ ବିଡ଼ାନାସୀ ଥାନାକୁ ଖବର ଦେଇଥିଲେ । ପରେ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସ ସହାୟତାରେ ଶବ ବ୍ୟବଚ୍ଛେଦ ପାଇଁ ଏସସିବି ବଡ ମେଡିକାଲକୁ ପଠାଇଥିଲେ । 

ଅନ୍ୟପଟେ ମୃତକଙ୍କ ପରିଚୟ ମିଳିପାରିନଥିବା ବେଳେ କେମିତି ଏଠାକୁ ଯୁବକ ଆସିଲେ ଓ କିଭଳି ତାଙ୍କର ମୃତ୍ୟୁ ହେଲା ସେ ସମ୍ପର୍କରେ ପୋଲିସ ତଦନ୍ତ ଚଳାଇଛି।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.