ETV Bharat / state

ପୋଲିସର ବର୍ବରତା, ବିଚାରଧୀନ କଏଦୀକୁ ମାଡ଼ ଅଭିଯୋଗ - chaudwar jail accused admit

ଜେଲରେ ଜଣେ ବିଚାରାଧୀନ କଏଦୀଙ୍କୁ ନିର୍ଯ୍ୟାତନା ଅଭିଯୋଗ । ଅଭିଯୋଗ ଆସିଛି କଟକ ଚୌଦ୍ଵାର ଜେଲରୁ।

ଡିଜାଇନ ଫଟୋ
author img

By

Published : Oct 2, 2019, 5:09 PM IST

କଟକ: ପୁଣି ସାମ୍ନାକୁ ଆସିଲା ପୋଲିସର ବର୍ବରତା । ଜଣେ ବିଚାରାଧିନ କଏଦୀଙ୍କୁ ପୋଲିସ ନିର୍ଯ୍ୟାତନା ଦେଇଥିବା ଅଭିଯୋଗ । ଏଭଳି ସଙ୍ଗୀନ ଅଭିଯୋଗ ଆସିଛି କଟକ ଚୌଦ୍ବାର ଜେଲରୁ ।

ବିଚାରାଧିନ କଏଦୀ କଟକ ମଙ୍ଗଳାବାଗର ସୁଶାନ୍ତ ମହାପାତ୍ର ବୋଲି ଜଣାପଡିଛି । ତାଙ୍କୁ କଟକ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ମେଡିକାଲରେ ଦଲାଲି କରୁଥିବା ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଥିଲା । କୋର୍ଟ ଚାଲାଣ ପରେ ତାଙ୍କୁ ବିଚାର ବିଭାଗୀୟ ଜେଲକୁ ପଠାଇ ଦିଆଯାଇଛି । ସେଠାରେ ତାଙ୍କୁ ଜେଲ କର୍ତ୍ତୃପକ୍ଷ ମାଡ ମାରିଥିବା ସୁଶାନ୍ତଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି ।

ତେବେ ସୁଶାନ୍ତଙ୍କ ଶରୀରରେ ଆଘାତର ଚିହ୍ନ ରହିଥିବା ବେଳେ ଜେଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟାଙ୍କ ମିଳି ମାରିନାହିଁ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ଜେଲରେ ଜଣେ ବିଚାରାଧୀନ କଏଦୀଙ୍କୁ ନିର୍ଯ୍ୟାତନା ଅଭିଯୋଗ। ଅଭିଯୋଗ ଆସିଛି କଟକ ଚୌଦ୍ଵାର ଜେଲରୁ। କଟକ ବଡ଼ ମେଡ଼ିକାଲରେ ଦଲାଲି କରୁଥିବା ଅଭିଯୋଗରେ ମଙ୍ଗଳାବାଗ ମଲ୍ଲାସାହିର ‌ସୁଶାନ୍ତ ମହାପାତ୍ରକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତେବେ ଜେଲ କର୍ତ୍ତୁପକ୍ଷ ତାକୁ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରିଛନ୍ତି। ତା ଦେହରେ ମାଡ଼ ଦାଗ ରହିଥିବା ବେଳେ ପରିବାର ଲୋକେ ଜେଲରେ ମାଡ଼ ମାରିଥିବା ଅଭିଯୋଗ ଆଣିଛନ୍ତି। ସେପଟେ ଜେଲ କର୍ତ୍ତୁପକ୍ଷ ମାଡ଼ ଘଟଣା କୁ ଖଣ୍ଡନ କରିଛନ୍ତି।

Body:No needConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.