କଟକ: ଏସସିବି ସମ୍ପ୍ରସାରଣ ପାଇଁ ପୁଣି ଆରମ୍ଭ ହେଲା ଉଛେଦ ପ୍ରକ୍ରିୟା । ତାଳଦଣ୍ଡା କେନାଲ ପାର୍ଶ୍ଵରୁ ପିଲିଗ୍ରୀମ ରୋଡ଼ରେ ଥିବା ସମସ୍ତ ଜବର ଦଖଲ ଉଚ୍ଛେଦ କରିବାକୁ ବ୍ଲୁ ପ୍ରିଣ୍ଟ ଶେଷ । ପ୍ରଥମ ପର୍ଯ୍ୟାୟରେ ଆଜି 3 ଟି ମନ୍ଦିରକୁ ଭାଙ୍ଗିଛି ଜିଲ୍ଲା ପ୍ରଶାସନ ଓ ସିଏମସି । ତେବେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଦେଖା ଦେଇଛି ସମାନ୍ୟ ଉତ୍ତେଜନା । କାରଣ 50 ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଏହି ମନ୍ଦିର ସ୍ଥାନୀୟ ବାସିନ୍ଦାଙ୍କ ଭାବାବେଗ ସହ ଥିଲା ଜଡିତ । ହେଲେ ଆଜି ତାହା ମାଟିରେ ମିଶିଛି । ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଗଭୀର ଦୁଃଖ ଦେଖିବାକୁ ମିଳିଛି ।
ମାଟିରେ ମିଶିଲା ମନ୍ଦିର, କାନ୍ଦିକାନ୍ଦି ବେହାଲ ଶ୍ରଦ୍ଧାଳୁ
ଏସସିବି ସମ୍ପ୍ରସାରଣ ପାଇଁ ପୁଣି ଆରମ୍ଭ ହେଲା ଉଛେଦ ପ୍ରକ୍ରିୟା । ତାଳଦଣ୍ଡା କେନାଲ ପାର୍ଶ୍ଵରୁ ପିଲିଗ୍ରୀମ ରୋଡ଼ରେ ଥିବା ସମସ୍ତ ଜବର ଦଖଲ ହୋଇଛି ଉଚ୍ଛେଦ କରିବାକୁ ବ୍ଲୁ ପ୍ରିଣ୍ଟ ଶେଷ । ପ୍ରଥମ ପର୍ଯ୍ୟାୟରେ ଆଜି 3 ଟି ମନ୍ଦିରକୁ ଭାଙ୍ଗିଛି ଜିଲ୍ଲା ପ୍ରଶାସନ ଓ ସିଏମସି । ଅଧିକ ପଢନ୍ତୁ...