ETV Bharat / state

ନକଲି ତେଲ କାରଖାନା ଠାବ, ଆକ୍ସନ ମୋଡରେ କମିଶନରେଟ୍ ପୋଲିସ

author img

By

Published : Aug 29, 2019, 6:30 PM IST

ନକଲି ଖାଇବା ତେଲ କାରଖାନା ଠାବ ପରେ ଗୁରୁବାର ମାଲଗୋଦାମ ସ୍ଥିତ ବିଭିନ୍ନ ଦୋକାନ ଗୁଡିକରେ ଚଢାଉ କରାଯାଇ ଯାଞ୍ଚ ହୋଇଛି । ସଦର ଥାନା ଓ ମାଲଗୋଦାମ ଥାନାର ମିଳିତ ଉଦ୍ୟମରେ ଏହି ଚଢାଉ କରାଯାଇଥିଲା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: ନକଲି ଖାଇବା ତେଲ କାରଖାନା ଠାବ ପରେ ଆକ୍ସନ ମୁଡରେ କମିଶନରେଟ୍‌ ପୋଲିସ । ଉକ୍ତ ଘଟଣାରେ ଗୁରୁବାର ମାଲଗୋଦାମ ସ୍ଥିତ ବିଭିନ୍ନ ଦୋକାନ ଗୁଡିକରେ ଚଢାଉ କରାଯାଇ ଯାଞ୍ଚ ହୋଇଛି । ସଦର ଥାନା ଓ ମାଲଗୋଦାମ ଥାନାର ମିଳିତ ଉଦ୍ୟମରେ ଏହି ଚଢାଉ କରାଯାଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ତେବେ ଏହି ନକଲି ତେଲ କେଉଁ କେଉଁ ଦୋକାନକୁ ପଠାଯାଇଥିଲା ଏବଂ ଦୋକାନମାନଙ୍କରେ କେତେ ପରିମାଣର ତେଲ ରହିଛି ସେଗୁଡିକୁ ଯାଞ୍ଚ କରିଥିଲା ପୋଲିସ । ସୂଚନାନୁସାରେ, ଗତକାଲି ସନ୍ଧ୍ୟାରେ ସଦର ଥାନା ପୋଲିସ ଏକ ନକଲି ଖାଇବା ତେଲ କାରଖାନା ଠାବ କରି 30 ହଜାର ଲିଟରରୁ ଅଧିକ ନକଲି ତେଲ ଜବତ କରିଥିଲା । ଘଟଣାରେ କାରଖାନାର ମାଲିକ ଓ ମ୍ୟାନେଜରକୁ ଗିରଫ କରାଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:କଟକରେ ନକଲି ତେଲ କାରଖାନା ଠାବ ଘଟଣାରେ ଆଜି ମାଲଗୋଦାମ ରେ ବିଭିନ୍ନ ଦୋକାନ ଗୁଡ଼ିକରେ ଯାଞ୍ଚ କରିଛି କମିଶନରେଟ ପୋଲିସ।ସଦରଥାନା ଓ ମାଲଗୋଦାମ ଥାନା ମିଳିତ ଉଦ୍ୟମରେ ଆଜି ଯାଞ୍ଚ କରାଯାଇଛି।ବିଶେଷକରି ନକଲି ତେଲ କେଉଁ କେଉଁ ଦୋକାନ କୁ ପଠା ଯାଉଥିଲା,କେତେ ପରିମାଣର ତେଲ ରହିଛି ,ସେଗୁଡିକର ଯାଞ୍ଚ କରିଛି ପୋଲିସ।
ସୁଚନାଯୋଗ୍ୟ ଗତକାଲି ସଦର ଥାନା ପୋଲିସ ଏକ ନକଲି ତେଲ କାରଖାନା ଠାବ କରି 30 ହଜାର ଲିଟର ରୁ ଅଧିକ ନକଲି ତେଲ ଜବତ କରିଛି କମିଶନରେଟ ପୋଲିସ।ଏହି ଘଟଣାରେ କାରଖାନାର ମାଲିକ ଓ ମ୍ୟାନେଜର କୁ ଗିରଫ ମଧ୍ୟ କରିଛି ପୋଲିସ।Body:No needConclusion:No need
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.