ETV Bharat / state

ମାହାଙ୍ଗାରେ ଆଦର୍ଶ ସ୍କୁଲ ଓ କଲେଜ ଗୃହ ଉଦଘାଟିତ - education minister

କଟକ ଜିଲ୍ଲା ମାହାଙ୍ଗାରେ ୫ କୋଟି 70 ଲକ୍ଷ ଟଙ୍କା ଅନୁଦାନରେ ଦୁଇଟି ଶିକ୍ଷାନୁଷ୍ଠାନ ଗୃହ ଉଦଘାଟିତ ହୋଇଛି । ଅଧିକ ପଢନ୍ତୁ...

ମାହାଙ୍ଗାରେ ଆଦର୍ଶ ସ୍କୁଲ ଓ କଲେଜ ଗୃହ ଉଦଘାଟନ

author img

By

Published : Mar 9, 2021, 11:19 AM IST

କଟକ: ଜିଲ୍ଲା ମାହାଙ୍ଗାରେ ୫ କୋଟି ସତୁରି ଲକ୍ଷ ଟଙ୍କା ଅନୁଦାନରେ ଦୁଇଟି ଶିକ୍ଷାନୁଷ୍ଠାନ ଗୃହ ଉଦଘାଟିତ ହୋଇଛି । ଏହି କାର୍ଯ୍ୟକୁ ଉଦଘାଟନ କରିଛନ୍ତି ଆଇନ ଓ ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା ।

ମାହାଙ୍ଗାରେ ଆଦର୍ଶ ସ୍କୁଲ ଓ କଲେଜ ଗୃହ ଉଦଘାଟନ

ପୁଷ୍ପଗିରି କଲେଜ ଏରକଣା ଠାରେ ସତୁରି ଲକ୍ଷ ଟଙ୍କା ଅନୁଦାନରେ ନିର୍ମିତ ନୂତନ ଶ୍ରେଣୀଗୃହକୁ ଆଇନି ଓ ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା ଉଦଘାଟନ କରିଛନ୍ତି l ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଯୋଗଦେଇଥିଲେ l ସତୁରି ଲକ୍ଷ ଟଙ୍କା ବ୍ୟୟରେ ଗ୍ରାମ୍ୟଉନ୍ନୟନ ବିଭାଗ ଦ୍ୱାରା ନିର୍ମିତ ଏହି ନୂତନ କଲେଜ ଗୃହ ନିର୍ମାଣ ଫଳରେ ପୂର୍ବ ମାହାଙ୍ଗାରେ ଉଚ୍ଚ ଶିକ୍ଷା ପାଇଁ ଭିତ୍ତିଭୂମିର ବିକାଶ ସମ୍ଭବ ହୋଇପାରିବ ବୋଲି କହିଛନ୍ତି ଶିକ୍ଷାମନ୍ତ୍ରୀ ସମୀର ଦାସ ।

ସେହିପରି କଉଡୁକୋଲା ଠାରେ ୫ କୋଟି ଟଙ୍କା ଅନୁଦାନରେ ନିର୍ମିତ ଆଦର୍ଶ ବିଦ୍ୟାଳୟକୁ ଆଇନିମନ୍ତ୍ରୀ ପ୍ରତାପ ଜେନା ଉଦଘାଟନ କରିଥିଲେ l ଗ୍ରାମାଞ୍ଚଳରେ ଶିକ୍ଷାର ବିକାଶ ପାଇଁ ସରକାରଙ୍କ ଐତିହାସିକ ନିଷ୍ପତିକୁ ମନ୍ତ୍ରୀ ପ୍ରତାପ ଜେନା ସ୍ୱାଗତ କରିଛନ୍ତି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.