ETV Bharat / state

ନୟାଗଡ଼ ଶରଣକୁଳ କଙ୍ଗାରୁକୋର୍ଟ ଘଟଣା: ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ

ନୟାଗଡ଼ ଶରଣକୁଳର ଖଲିପାଟଣାରେ କଙ୍ଗାରୁକୋର୍ଟ ଦ୍ବାରା ବାସନ୍ଦ ହୋଇଥିବା 20 ଟି ପରିବାର ଆଜି ନ୍ୟାୟ ପାଇଁ ଆଜି ହାଇକୋର୍ଟରେ ଦ୍ବାରସ୍ଥ ହୋଇଛନ୍ତି।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Sep 11, 2019, 3:13 PM IST

କଟକ: ଦୀର୍ଘ ବର୍ଷରୁ କଙ୍ଗାରୁକୋର୍ଟର ଶିକାର ହୋଇ ଆସୁଥିବା 20 ଟି ପରିବାର ଏବେ ନ୍ୟାୟ ପାଇଁ ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି । ନୟାଗଡ଼ ଶରଣକୁଳର ଖଲିପାଟଣାରେ କଙ୍ଗାରୁକୋର୍ଟ ଦ୍ବାରା ବାସନ୍ଦ ହୋଇଥିବା 20 ଟି ପରିବାର ଆଜି ନ୍ୟାୟ ପାଇଁ ଆଜି ହାଇକୋର୍ଟରେ ଦ୍ବାରସ୍ଥ ହୋଇଛନ୍ତି।

ହାଇକୋର୍ଟରେ ସେ ଦାୟର କରିଥିବା ମାମଲାରେ ନିଜ ମୌଳିକ ଅଧିକାର ଫେରି ପାଇବା ସହ ଗ୍ରାମରେ ସ୍ବାଭାବିକ ସ୍ଥିତି ଫେରାଇ ଆଣିବାକୁ ପ୍ରାର୍ଥନା କରିଛନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ସୂଚନାଯୋଗ୍ୟ 1992 ମସିହାରେ କଙ୍ଗାରୁକୋର୍ଟର ଶିକାର ହୋଇ ବାସଚ୍ୟୁତ ହୋଇଥିବା ପାଖାପାଖି 20 ଟି ପରିବାର ବିଭିନ୍ନ ଫୋରମରେ ନ୍ୟାୟ ପାଇଁ ଆବେଦନ କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ଫଳରେ ବାଧ୍ୟହୋଇ ସେମାନେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି।

ଏହାସହ ସେମାନେ ଛାଡି ଯାଇଥିବା ଘର ଓ ଜମି ମଧ୍ୟ ଫେରିପାଇବାକୁ ଆବେଦନ କରିଛନ୍ତି। ରୁଜୁ ମାମଲାରେ ରାଜ୍ୟ ମୁଖ୍ୟ ଶାସନ ସଚିବ, ରାଜ୍ୟ ପୋଲିସ ମହାନିର୍ଦେଶକ, ନୟାଗଡ଼ ଜିଲ୍ଲାପାଳ ଏସପିଙ୍କ ସମେତ 10 ଜଣଙ୍କୁ ପକ୍ଷଭୁକ୍ତ କରାଯାଇଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ନୟାଗଡ଼ ଶରଣକୁଳ ର ଖଲିପାଟଣା ରେ କାଙ୍ଗାରୁ କୋର୍ଟ ଦ୍ୱାରା ବାସନ୍ଦ ହୋଇଥିବା 20 ଟି ପରିବାର ଆଜି ନ୍ୟାୟ ପାଇଁ ଆଜି ହାଇକୋର୍ଟ ରେ ଦ୍ୱାରସ୍ଥ ହୋଇଛନ୍ତି।ଏହି ମାମଲାରେ ସେମାନଙ୍କୁ ତାଙ୍କର ମୌଳିକ ଅଧିକାର ଫେରି ପାଇବା ସହ ଗ୍ରାମରେ ସ୍ୱାଭାବିକ ସ୍ଥିତି ଫେରାଇ ଆଣିବାକୁ କୋର୍ଟ ରେ ପାର୍ଥନା କରିଛନ୍ତି।ଏଥି ସହ ସେମାନଙ୍କ ଛାଡି ଯାଇଥିବା ଘର ଓ ଜମି ମଧ୍ୟ ଫେରିପାଇବାକୁ ଆବେଦନ କରିଛନ୍ତି।ରୁଜୁ ମାମଲାରେ ରାଜ୍ୟ ମୁଖ୍ୟ ଶାସନ ସଚିବ, ରାଜ୍ୟ ପୋଲିସ ମହାନିର୍ଦେଶକ,ନୟାଗଡ଼ ଜିଲ୍ଲାପାଳ ଏସ୍ପି ଙ୍କ ସମେତ 10 ଜଣଙ୍କୁ ପକ୍ଷ ଭୁକ୍ତ କରାଯାଇଛି।ଦିର୍ଘ 20 ବର୍ଷରୁ ଉର୍ଦ୍ଧ୍ବ ବାସହରା ହୋଇଥିବା 20 ପରିବାରଙ୍କୁ ଥଇ ଥାନ କରିବାକୁ ଅଦାଲତ ନିର୍ଦ୍ଧେଶ ଦିଅନ୍ତୁ ବୋଲି ପାର୍ଥନା କରାଯାଇଛି।
ସୂଚନାଯୋଗ୍ୟ 1992 ମସିହାରେ ବାସଚ୍ୟୁତ ହୋଇଥିବା ଗ୍ରାମର 20 ପରିବାର ବିଭିନ୍ନ ଫୋରମରେ ନ୍ୟାୟ ପାଇବା ପାଇଁ ଆବେଦନ କରିଥିଲେ ମଧ୍ୟ ବିଫଳ ହୋଇଥିଲେ।ଫଳରେ ସେମାନେ ବାଧ୍ୟ ହୋଇ ହାଇକୋର୍ଟ ଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ବାଇଟ - ନିଶିକାନ୍ତ ମିଶ୍ର,ଆବେଦନକାରୀ ଓକିଲ।
ବାଇଟ - ଯୁଧିଷ୍ଠିର କରଣ, ଆବେଦନକାରୀ।

Body:no need

Conclusion:no need
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.