ETV Bharat / state

ଜଗତସିଂହପୁର ଯୁବ ଇଞ୍ଜିନିୟର ହତ୍ୟା ଘଟଣା, ସିବିଆଇ ତଦନ୍ତ ଦାବିରେ ମାମଲା ରୁଜୁ - Jagatsinghpur young engineer murder case

ଜଗତସିଂହପୁର ଯୁବ ଇଞ୍ଜିନିୟର ଅମୃତ ଦାସ ହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବିରେ ହାଇକୋର୍ଟରେ ଆଜି(ବୁଧବାର) ମାମଲା ଦାୟର କରାଯାଇଛି।

ସିବିଆଇ ତଦନ୍ତ ଦାବିରେ ମାମଲା ରୁଜୁ
ସିବିଆଇ ତଦନ୍ତ ଦାବିରେ ମାମଲା ରୁଜୁ
author img

By

Published : Mar 3, 2021, 10:26 PM IST

କଟକ: ଜଗତସିଂହପୁର ଯୁବ ଇଞ୍ଜିନିୟର ହତ୍ୟା ଘଟଣାରେ ସିବିଆଇ ତଦନ୍ତ ଦାବି । ଯୁବ ଇଂଞ୍ଜିନିୟର ଅମୃତ ଦାସ ହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବିରେ ହାଇକୋର୍ଟରେ ଆଜି(ବୁଧବାର) ମାମଲା ଦାୟର କରାଯାଇଛି।

ମୃତକଙ୍କ ମା' ସୁଲୋଚନା ଦାସ ଏହି ମାମଲା ଦାୟର କରିଛନ୍ତି। ଏହି ମାମଲାରେ ସିବିଆଇ, ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ପୋଲିସ ଡିଜି, କ୍ରାଇମବ୍ରାଞ୍ଚ, ଜଗତସିଂପୁର ଏସପି, ତିର୍ତୋଲ ଏସଡିପିଓ ଓ କୁଜଙ୍ଗ ଏବଂ ତିର୍ତୋଲ ଥାନା ଅଧିକାରୀଙ୍କୁ ପକ୍ଷଭୁକ୍ତ କରାଯାଇଛି ।

ଅମୃତଙ୍କ ମୃତ୍ୟୁକୁ ଏକ ବର୍ଷରୁ ଉର୍ଦ୍ଧ୍ବ ସମୟ ବିତିଯାଇଥିଲେ ମଧ୍ୟ ପୋଲିସ ମାମଲାକୁ ଗୁରୁତ୍ବ ଦେଉ ନାହିଁ ବୋଲି ସୁଲୋଚନାଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.