ETV Bharat / state

ଅମାନିଆଙ୍କ ଜିଦ୍, ଫାଇନ ଦେବୁ ପଛେ ବାହାରକୁ ଯିବୁ

author img

By

Published : Jun 25, 2020, 2:30 AM IST

ସରକାରଙ୍କ ଲକଡାଉନ ନିୟମ ଭାଙ୍ଗିବା ଯୁବପିଢିଙ୍କ ଅଭ୍ୟାସ ପାଲଟିଗଲାଣି । କେବଳ ବେକାର ଯୁବକ ନୁହେଁ ଅନେକ ଶିକ୍ଷିତ ବ୍ୟକ୍ତି ମଧ୍ୟ ମାନୁନାହାନ୍ତି ନିୟମ । ଅଧିକ ପଢନ୍ତୁ...

ଅମାନିଆଙ୍କ ଜିଦ୍:ଫାଇନ ଦେବୁ ପଛେ ବାହାରକୁ ଯିବୁ

କଟକ: କଥାରେ ଅଛି ମୋତେ ଯେତେ ମାଠିବୁ ମାଠ୍ ମୁଁ ସେଇ ଦରପୋଡା କାଠ୍ । କଟକବାସୀଙ୍କ ପାଇଁ ଉକ୍ତିଟି ଯଥାର୍ଥ ଅଟେ । ଏଠାରେ ସୀମା ଲଙ୍ଘିଲେଣି ଅମାନିଆ । ଯେତେ ତଣ୍ଡ ଗଣିଲେ ବି ଭରୁନି ମନ । ଏକା ଜିଦ୍ ରାସ୍ତାକୁ ଓହ୍ଲାଇବେ ଆଉ ତଣ୍ଡ ଗଣିବେ ।

796 people gave penalty in Cuttack for violating lockdown rule

ସରକାରଙ୍କ ଲକଡାଉନ ନିୟମ ଭାଙ୍ଗିବା ଯୁବପିଢିଙ୍କ ଅଭ୍ୟାସ ପାଲଟିଗଲାଣି । କେବଳ ବେକାର ଯୁବକ ନୁହେଁ ଅନେକ ଶିକ୍ଷିତ ବ୍ୟକ୍ତି ମଧ୍ୟ ମାନୁନାହାନ୍ତି ନିୟମ । ସାମଜିକ ଦୂରତ୍ୱ ନିୟମକୁ ଖୋଲାଖୋଲି ଉଲ୍ଲଙ୍ଘନ କରି ବାହାରକୁ ବାହାରୁଛନ୍ତି । ଯାହା ପାଇଁ ପୋଲିସକୁ ମୋଟା ଅଙ୍କର ତଣ୍ଡ ମଧ୍ୟ ଗଣୁଛନ୍ତି ଏମାନେ ।

ତେବେ ବୁଧବାର କଟକରୁ 468 ଜଣ ସାମାଜିକ ଦୂରତ୍ୱ ନିୟମ ଭଙ୍ଗ କରିବା ଆଧାରରେ ଜୋରିମନା ଗଣିଛନ୍ତି । ସେହିପରି 328 ଜଣ ମାସ୍କ ନପିନ୍ଧି ଗଣିଛନ୍ତି ଫାଇନ । ତେବେ ଏହି ଅବସ୍ଥା କେବେ ସୁଧୁରିବ ତାକୁ ନେଇ ବଡ ପ୍ରଶ୍ନ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.