ETV Bharat / state

କଟକ ମହାନଗର ନିଗମରେ ଆଜି ୬୫ କୋରୋନା ପଜେଟିଭ ଚିହ୍ନଟ, ୩୨ ଲୋକାଲ - 65 positive cases reported today in Cuttack city

ସୋମବାର କଟକ ମହାନଗର ନିଗମରେ 65 କୋରୋନା ପଜେଟିଭି ଚିହ୍ନଟ ହୋଇଛି । ଏଥିରେ ୧୨ ଜଣ ହୋମକ୍ୱାରଣ୍ଟାଇନ ରୁ ଚିହ୍ନଟ ହୋଇଥିବା ବେଳେ ୨୧ ଜଣ ଶିକ୍ଷାନୁଷ୍ଠାନ କ୍ୱାରଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି। ଆଉ ୩୨ ଜଣ ସ୍ଥାନୀୟ ଆକ୍ରାନ୍ତ ।

କଟକ ମହାନଗର ନିଗମରେ ଆଜି ୬୫ କୋରୋନା ପଜେଟିଭ ଚିହ୍ନଟ,୩୨ ଲୋକାଲ

author img

By

Published : Nov 2, 2020, 10:12 PM IST

କଟକ: ସିଲଭର ସିଟିରେ ବଢୁଛି କୋରୋନା ଆକ୍ରାନ୍ତ ସଂଖ୍ୟା । ସୋମବାର କଟକ ମହାନଗର ନିଗମରେ 65 କୋରୋନା ପଜେଟିଭି ଚିହ୍ନଟ ହୋଇଛି । ଏଥିରେ ୧୨ ଜଣ ହୋମକ୍ୱାରଣ୍ଟାଇନ ରୁ ଚିହ୍ନଟ ହୋଇଥିବା ବେଳେ ୨୧ ଜଣ ଶିକ୍ଷାନୁଷ୍ଠାନ କ୍ୱାରଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି। ଆଉ ୩୨ ଜଣ ସ୍ଥାନୀୟ ଆକ୍ରାନ୍ତ ।

କଟକ ମହାନଗର ନିଗମରେ ଆଜି ୬୫ କୋରୋନା ପଜେଟିଭ ଚିହ୍ନଟ,୩୨ ଲୋକାଲ
କଟକ ମହାନଗର ନିଗମରେ ଆଜି ୬୫ କୋରୋନା ପଜେଟିଭ ଚିହ୍ନଟ,୩୨ ଲୋକାଲ
ଏପର୍ଯ୍ୟନ୍ତ କଟକ ମହାନଗର ନିଗମ ଅଞ୍ଚଳରୁ ୧୪ ହଜାର ୯୫୮ ଆକ୍ରାନ୍ତ ଚିହ୍ନଟ କରାଯାଇଥିଲା ବେଳେ ୧୪ ହଜାର ୬୧ ଜଣ ସୁସ୍ଥ ହୋଇ ଫେରିଛନ୍ତି। ୬୯ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ୮୧୦ ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସିଏମସି ପକ୍ଷରୁ ସୂଚନା ଦିଆଯାଇଛି। ତେବେ କଟକ ମହାନଗର ନିଗମ ଅଞ୍ଚଳରେ ସୋମବାର ଜଣଙ୍କର ମୃତୁ ଘଟିଥିବା ସିଏମସି ପକ୍ଷରୁ ସୂଚନା ଦିଆଯାଇଛି।

ସିଏମସି କଟକ ଟ୍ବିଟ ଅନୁସାରେ ଆଜି କଟକ ଜିଲ୍ଲାରେ ମୋଟ 101 ନୂଆ କୋରୋନା ପଜେଟିଭି ଚିହ୍ନଟ ହୋଇଛନ୍ତି । ସେଥିରୁ କେବଳ କଟକ ସିଟିରେ 65 ପଜେଟିଭି ଚିହ୍ନଟ

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.