ETV Bharat / state

ଡେଙ୍ଗୁ ଆତଙ୍କ, ପୁଣି 6ଟି ରକ୍ତ ନମୁନା ପଜିଟିଭ - ଡେଙ୍ଗୁ

ରାଜ୍ୟରେ ଦିନକୁ ଦିନ ସଙ୍ଗୀନ ହେବାରେ ଲାଗିଛି ଡେଙ୍ଗୁ ସ୍ଥିତି । ଦିନକୁ ଦିନ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗତକାଲି 13ଟି ରକ୍ତ ନମୁନା ପଜିଟିଭ ଆସିଥିଲା । ଆଜି ଆଉ 6ଟି ରକ୍ତ ନମୁନା ପଜିଟିଭ ବାହାରିଛି ।

ପ୍ରତିକାତ୍ମକ ଫଟୋ
author img

By

Published : Aug 10, 2019, 8:10 PM IST

କଟକ: ରାଜ୍ୟରେ ଦିନକୁ ଦିନ ବଢୁଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ଆଜି 42 ଜଣ ରୋଗୀଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଥିବା ବେଳେ ସେଥିରୁ 6ଜଣଙ୍କ ପଜିଟିଭ ବାହାରିଛି । ଭଦ୍ରକରୁ 2, କଟକରୁ 2, କେନ୍ଦ୍ରାପଡା ଓ ଖୋର୍ଦ୍ଧାରୁ ଜଣ ଜଣଙ୍କର ରକ୍ତ ନମୁନା ପଜିଟିଭ ବାହାରିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ସେହିପରି ଶୁକ୍ରବାର ଏସସିବିରେ 62ଟି ରକ୍ତ ନମୁନା ପରୀକ୍ଷା କରାଯାଇଥିଲା । ସେଥି ମଧ୍ୟରୁ 13ଟି ପଜିଟିଭ ବାହାରିଥିଲା । ସେଥିରେ ଅନୁଗୁଳରୁ ଜଣେ , କଟକରୁ 3 ଜଣ, ଢେଙ୍କାନାଳ, ଯାଜପୁର, ଜଗତସିଂହପୁର କେନ୍ଦ୍ରାପଡାରୁ 2 ଜଣ ଓ ଖୋର୍ଦ୍ଧାରୁ ଜଣେ ଲେଖାଏଁ ରୋଗୀଙ୍କ ରକ୍ତ ନମୁନା ପଜିଟିଭ ବାହାରିଛି ।

ତେବେ ଏସସିବିର ଡେଙ୍ଗୁ ୱାର୍ଡରେ ଏବେ 27 ଜଣ ରୋଗୀ ଚିକିତ୍ସିତ ହେଉଥିବାବେଳେ ଆଇସିୟୁରେ 4 ଜଣ ଡେଙ୍ଗୁ ରୋଗୀ ଚିକିତ୍ସିତ ହେଉଛନ୍ତି । ତେବେ ଏସିବିରେ ଏପର୍ଯ୍ୟନ୍ତ 3870 ଜଣଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଥିବା ବେଳେ ସେଥିରୁ 372ଟି ପଜିଟିଭ ଆସିଛି । ସେଥିରୁ କଟକରୁ ସର୍ବାଧିକ ରୋଗୀ ଥିବାବେଳେ, ଭଦ୍ରକ, ବାଲେଶ୍ଵର, ଯାଜପୁର ଓ ଜଗତସିଂହପୁରରୁ ଅଧିକାଂଶ ଡେଙ୍ଗୁ ରୋଗୀ ଚିହ୍ନଟ କରାଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ବଢୁଛି ଡେଙ୍ଗୁରୋଗୀ ଙ୍କ ସଂଖ୍ୟା।ଆଜି 42 ଟି ରକ୍ତନମୁନା ପରୀକ୍ଷା କରାଯାଇଥିବାବେଳେ,6 ଟି ପଜେଟିଭ ବାହାରିଛି।6 ପଜେଟିଭ ମଧ୍ୟରୁ ଭଦ୍ରକରୁ 2,କଟକରୁ 2 ,କେନ୍ଦ୍ରାପଡା ଓ ଖୋର୍ଦାରୁ ଜଣ ଙ୍କର ପଜେଟିଭ ବାହାରିଛି ।ଗତକାଲି ଏସସିବିରେ 62 ଟି ରକ୍ତ ନମୁନା ପରୀକ୍ଷା କରାଯାଇଥିବାବେଳେ 13 ଟି ପଜେଟିଭ ବାହାରିଛି ।ସେଥିରୁ ଅନୁଗୁଳ ରୁ 1 ଜଣ , କଟକ ରୁ 3 ଜଣ , ଢେଙ୍କାନାଳ ,ଯାଜପୁର ,ଜଗତସିଂହପୁର କେନ୍ଦ୍ରାପଡା ରୁ 2 ଜଣ ଓ ଖୋର୍ଦାରୁ ଜଣେ ଲେଖାଏଁ ରୋଗୀ ଚିହ୍ନଟ କରାଯାଇଥିଲା।ସେହିପରି ଏସସିବିର ଡେଙ୍ଗୁ ୱାର୍ଡ ରେ ଆଜି 27 ଜଣ ରୋଗୀ ଚିକିତ୍ସିତ ହେଉଥିବାବେଳେ ଆଇସିୟୁ ରେ 4 ଜଣ ଡେଙ୍ଗୁ ରୋଗୀ ଚିକିତ୍ସିତ ହେଉଛନ୍ତି।ତେବେ ଏସିବିରେ ଏପର୍ଯ୍ୟନ୍ତ 3870 ଜଣ ଙ୍କର ରକ୍ତନମୁନା ପରୀକ୍ଷା କରାଯାଇଥିବାବେଳେ,ସେଥିରୁ 372 ଟି ପଜେଟିଭ ଜଣାପଡିଛି।ସେଥିରୁ କଟକରୁ ସର୍ବାଧିକ ରୋଗୀ ଥିବା ବେଳେ ,ଭଦ୍ରକ ,ବାଲେଶ୍ଵର ଜଣ ,ଯାଜପୁର ଓ ଜଗତସିଂହପୁର ରୁ ଅଧିକାଂଶ ଡେଙ୍ଗୁ ରୋଗୀ ଚିହ୍ନଟ କରାଯାଇଛି।

Body:no need

Conclusion:no need
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.