ETV Bharat / state

ନଅ ଶହ କୋଟି ଆୟ ଲକ୍ଷ୍ୟରେ ଏଲଆଇସି - ଭାରତୀୟ ଜୀବନବୀମା ନିଗମ

ଚଳିତ ଆର୍ଥିକ ବର୍ଷରେ କଟକ ମଣ୍ଡଳ ଏଲଆଇସି ୯ ଶହ କୋଟି ବାର୍ଷିକ ପ୍ରିମିୟମ ଆୟର ଲକ୍ଷ ରଖିଛି। 63 ତମ ସଂସ୍ଥାପନା ସପ୍ତାହର ଉଦଘାଟନ ଉତ୍ସବରେ ସୂଚନା ପ୍ରଦାନ କରିଛନ୍ତି ମଣ୍ଡଳ ପ୍ରବନ୍ଧକ ।

ଫଟୋ ସୌଜନ୍ୟ: ସମ୍ବାଦଦାତା,କଟକ
author img

By

Published : Sep 4, 2019, 8:04 PM IST

କଟକ: ନୂଆପାଟଣା ସ୍ଥିତ ଏଲଆଇସି ମଣ୍ଡଳ କାର୍ଯ୍ୟାଳୟରେ ଭାରତୀୟ ଜୀବନବୀମା ନିଗମର 63 ତମ ସଂସ୍ଥାପନା ସପ୍ତାହର ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଚଳିତ ଆର୍ଥିକ ବର୍ଷ କଟକ ମଣ୍ଡଳ 5 ଲକ୍ଷ 60 ହଜାର ନୂତନ ପଲିସ ଓ 9ଶହ କୋଟି ପ୍ରଥମ ବାର୍ଷିକ ପ୍ରିମିୟମ ଆୟର ଲକ୍ଷ ରଖିଛି।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା,କଟକ

ଡିଭିଜନ 2018-19 ଆର୍ଥିକ ବର୍ଷରେ ସର୍ବାଧିକ ନୂତନ ପଲିସ କରି ସର୍ବଭାରତୀୟ ସ୍ଥରରେ ପଲିସି ସଂଖ୍ୟାରେ ଏକ ନମ୍ବର ସ୍ଥାନ ଅଧିକାର କରିଛି । ସେହିପରି ଦାବି ପ୍ରଦାନରେ ମଧ୍ୟ କଟକ ମଣ୍ଡଳ ମାର୍ଚ୍ଚ 2019 ସୁଦ୍ଧା ପରିପକ୍ବ ଦାବି ଓ ପଲିସି ଅବଧି ଦାବିର 96.5 ପ୍ରତିଶତ ଏବଂ ମୃତ୍ୟୁକାଳୀନ ଦାବିର 99.99 ପ୍ରତିଶତ ସମାଧାନ କରିବାରେ ଉଲ୍ଲେଖନୀୟ ସଫଳତା ପାଇଥିବା ମଣ୍ଡଳ ପ୍ରବନ୍ଧକ ସୂଚନା ଦେଇଛନ୍ତି । ତେବେ ଆଗାମୀ ଦିନରେ ଜନସାଧାରଣଙ୍କ ପାଇଁ ଅନେକ ଆକର୍ଷଣୀୟ ପଲିସ କରାଯିବ ବୋଲି ଉଦଘାଟନୀ ଉତ୍ସବରେ କହିଛନ୍ତି ମଣ୍ଡଳ ପ୍ରବନ୍ଧକ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:କଟକ ନୂଆପାଟଣା ସ୍ଥିତ ଏଲଆଇସି ମଣ୍ଡଳ କାର୍ଯ୍ୟାଳୟରେ ଭାରତୀୟ ଜୀବନବୀମା ନିଗମର 63 ତମ ସଂସ୍ଥାପନା ସପ୍ତାହର ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଚଳିତ ଆର୍ଥିକ ବର୍ଷ କଟକ ମଣ୍ଡଳ 5 ଲକ୍ଷ 60 ହଜାର ଟି ନୂତନ ପଲିସ ଓ ନଅ ଶହ କୋଟି ପ୍ରଥମ ବାର୍ଷିକ ପ୍ରିମିୟମ ଆୟର ଲକ୍ଷ ରଖିଛି।କଟକ ଡିଭିଜନ 2018/2019 ଆର୍ଥିକ ବର୍ଷରେ ସର୍ବାଧିକ ନୂତନ ପଲିସ କରି ସର୍ବଭାରତୀୟ ସ୍ଥରରେ ପଲିସି ସଂଖ୍ୟାରେ ଏକ ନମ୍ବର ସ୍ଥାନ ଅଧିକାର କରିଛି।ସେହିପରି ଦାବି ପ୍ରଦାନରେ ମଧ୍ୟ କଟକ ମଣ୍ଡଳ ମାର୍ଚ୍ଚ 2019 ସୁଦ୍ଧା ପରିପକ୍ୱ ଦାବି ଓ ପଲିସି ଅବଧି ଦାବିର 96.5 ପ୍ରତିଶତ ଏବଂ ମୃତୁ କାଳୀନ ଦାବୀର 99.99 ପ୍ରତିଶତ ସମାଧାନ କରିବାରେ ଉଲ୍ଲେଖନୀୟ ସଫଳତା ପାଇଥିବା ମଣ୍ଡଳ ପ୍ରବନ୍ଧକ ସୂଚନା ଦେଇଛନ୍ତି।ତେବେ ଆଗାମୀ ଦିନରେ ଜନ ସାଧାରଣ ଙ୍କ ପାଇଁ ଅନେକ ଆକର୍ଷଣୀୟ ପଲିସ କରାଯିବ ବୋଲି ଏହି ଉଦଘାଟନି ଉତ୍ସବ ରେ ମଣ୍ଡଳ ପ୍ରବନ୍ଧକ କହିଛନ୍ତି।

ବାଇଟ - ଅଶୋକ କୁମାର ରାଉତରାୟ,କଟକ ମଣ୍ଡଳ ର ପ୍ରବନ୍ଧକ।

Body:no need

Conclusion:no need
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.