ETV Bharat / state

କଟକ ଜାଗର ଭିଡ଼ରେ ନଜର ରଖିବେ ୪ ପ୍ଲାଟୁନ ପୋଲିସ

author img

By

Published : Mar 10, 2021, 9:56 PM IST

ଜାଗର ଯାତ୍ରାକୁ ଶାନ୍ତିଶୃଙ୍ଖଳାର ଶେଷ କରିବାକୁ ପ୍ରସ୍ତୁତ କଟକ କମିଶନରେଟ ପୋଲିସ ।ଅଧିକ ପଢନ୍ତୁ...

କଟକ ଜାଗର ଭିଡ଼ ଉପରେ ନଜର ରଖିବେ ୪ ପ୍ଲାଟୁନ ପୋଲିସ

କଟକ: ଜାଗର ଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ଶେଷ କରିବାକୁ ପ୍ରସ୍ତୁତ କଟକ କମିଶନରେଟ ପୋଲିସ । ବିଶେଷକରି ସହରର ଶୈବପୀଠ ମାନଙ୍କରେ ଯେପରି ଭିଡ଼ ନହୁଏ ସେଥିପାଇଁ ପ୍ରସ୍ତୁତ ରହିବାକୁ ସମସ୍ତ ଥାନାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କଟକ ଡିସିପି । ସେହିପରି କୋଭିଡ କଟକଣା ଅନୁପାଳନ କରିବା ସହ ପ୍ରଶାସନକୁ ସହଯୋଗ କରିବା ପାଇଁ ସମସ୍ତ ମନ୍ଦିର କର୍ମକର୍ତ୍ତାଙ୍କୁ ସହାୟତା କରିବାକୁ କଟକ ଡିସିପି ଅନୁରୋଧ କରିଛନ୍ତି

କଟକ ଜାଗର ଭିଡ଼ ଉପରେ ନଜର ରଖିବେ ୪ ପ୍ଲାଟୁନ ପୋଲିସକଟକ ଜାଗର ଭିଡ଼ ଉପରେ ନଜର ରଖିବେ ୪ ପ୍ଲାଟୁନ ପୋଲିସ

ସେହିପରି ଜାଗର ଯାତ୍ରା ସମୟରେ ସହରରେ ଆଇନଶୃଙ୍ଖଳା ଓ ଭିଡ ନିୟନ୍ତ୍ରଣ ପାଇଁ ୪ ପ୍ଲାଟୁନ ପୋଲିସ ମୃତୟନ କରାଯିବ ବୋଲି ଡିସିପି ସୂଚନା ଦେଇଛନ୍ତି ।

କଟକରୁ ନାରାୟଣ ସାହୁ , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.