ETV Bharat / state

ସମ୍ବର୍ଦ୍ଧିତ ହେବେ ପଶ୍ଚିମବଙ୍ଗ ଯାଇଥିବା 300 ଅଗ୍ନିଶମ କର୍ମଚାରୀ - cuttack news

ପଶ୍ଚିମବଙ୍ଗ ଯାଇଥିବା ୩ ଶହ ଅଗ୍ନିଶମ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯିବ ଏନେଇ ସୂଚନା ଦେଇଛନ୍ତି ଓଡିଶା ଅଗ୍ନିଶମ ବିଭାଗର ଆଇଜି ଅସିତ ପାଣିଗ୍ରାହୀ । ବାତ୍ୟା ଅମ୍ଫନର ପରବର୍ତ୍ତୀ ସ୍ଥିତି ମୁକାବିଲା ପାଇଁ ଅଗ୍ନିଶମ କର୍ମଚାରୀ ପଶ୍ଚିମବଙ୍ଗ ଗସ୍ତ କରିଥଲେ । ଅଧିକ ଜାଣନ୍ତୁ...

300-fireman-will-be-awarded-says-fire-department-ig
ପଶ୍ଚିମବଙ୍ଗ ଯାଇଥିବା ୩ ଶହ ଅଗ୍ନିଶମ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯିବ
author img

By

Published : Jun 3, 2020, 6:38 PM IST

କଟକ: ପଶ୍ଚିମବଙ୍ଗ ଯାଇଥିବା ୩ ଶହ ଅଗ୍ନିଶମ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯିବ । ଏନେଇ ସୂଚନା ଦେଇଛନ୍ତି ଓଡିଶା ଅଗ୍ନିଶମ ବିଭାଗ ଆଇଜି ଅସିତ ପାଣିଗ୍ରାହୀ । ବାତ୍ୟା ଅମ୍ଫନର ପରବର୍ତ୍ତୀ ସ୍ଥିତିର ମୁକାବିଲା ପାଇଁ ଅଗ୍ନିଶମ କର୍ମଚାରୀ ପଶ୍ଚିମବଙ୍ଗ ଗସ୍ତ କରିଥଲେ ।

ପଶ୍ଚିମବଙ୍ଗ ଯାଇଥିବା ୩ ଶହ ଅଗ୍ନିଶମ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯିବ

ବାତ୍ୟା ଅମ୍ପନର କରାଳ ପ୍ରକୋପରେ ଛାରଖାର ହୋଇଯାଇଥିବା ପଶ୍ଚିମବଙ୍ଗର ସ୍ଥିତି ସୁଧାରିବା ପାଇଁ ରାଜ୍ୟ ଅଗ୍ନିଶମ ବିଭାଗ ୩୦ଟି ଟିମ ପଠାଇଥିଲେ । ଏହି ୩୦ ଟି ଟିମରେ 300 ଅଗ୍ନିଶମ କର୍ମଚାରୀ ସାମିଲ ହୋଇଥିଲେ । ସେଠାରେ ଏହି ଟିମ ଭଲ କାମ କରିଛନ୍ତି । ଆଉ ଦିନେ ଦୁଇ ଦିନ ମଧ୍ୟରେ ଏହି ଟିମ ଓଡିଶା ଫେରିବେ । ଓଡିଶା ଫେରିବା ପରେ ସମସ୍ତଙ୍କୁ କ୍ବାରେଣ୍ଟାଇନରେ ରଖାଯିବ । ତେବେ ସମସ୍ତଙ୍କର କୋରୋନା ପରୀକ୍ଷା କରିସାରିବା ପରେ ସେମାନଙ୍କ ଘରକୁ ଛଡ଼ାଯିବ ବୋଲି ଫାୟାର ଆଇଜି କହିଛନ୍ତି । ସେହିପରି ସେମାନଙ୍କୁ କୋରୋନା ଯୋଦ୍ଧା ସମ୍ମାନରେ ସମ୍ବର୍ଦ୍ଧିତ କରାଯିବ ବୋଲି ଆଇଜି କହିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.