ETV Bharat / state

ଡାକ୍ତରଙ୍କୁ ମାଡ ମାରି ରୋଗୀଙ୍କ 2 ସମ୍ପର୍କୀୟ ଗିରଫ - କଟକ ଲାଟେଷ୍ଟ ଅପରାଧ ଖବର

ଆଠଗଡ ଡାକ୍ତରଖାନାରେ ରୋଗୀ ମୃତ୍ୟୁକୁ ନେଇ ମୃତକଙ୍କ ପରିବାର ସଦସ୍ୟ ଡାକ୍ତରଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ଆଧାରରେ ପୋଲିସ ମୃତକ ପରିବାରର 2 ଜଣଙ୍କୁ ଗିରଫ କରିଛି।

ଡାକ୍ତରଙ୍କୁ ମାଡ ମାରି ରୋଗୀଙ୍କ 2 ସମ୍ପର୍କୀୟ ଗିରଫ
author img

By

Published : Nov 5, 2019, 3:13 PM IST

କଟକ: ଆଠଗଡ ଡାକ୍ତରଖାନାରେ ରୋଗୀ ମୃତ୍ୟୁକୁ ନେଇ ମୃତକଙ୍କ ପରିବାର ସଦସ୍ୟ ଡାକ୍ତରଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ଆଧାରରେ ପୋଲିସ ମୃତକ ପରିବାରର 2 ଜଣଙ୍କୁ ଗିରଫ କରିଛି।

ଡାକ୍ତରଙ୍କୁ ମାଡ ମାରି ରୋଗୀଙ୍କ 2 ସମ୍ପର୍କୀୟ ଗିରଫ

ସୂଚନା ଅନୁଯାୟୀ ସୋମବାର ବିଳମ୍ବିତ ରାତିରେ ରଞ୍ଜନ ଓ ତାଙ୍କ ସାଙ୍ଗମାନେ ଭୂବନେଶ୍ବର ଯାଉଥିବା ସମୟରେ ଆଠଗଡ ଡାଳଖାଇ ନିକଟରେ ରାସ୍ତା ଉପରେ ହଠାତ ହାତୀ ବାହାରି ପଡିବାରୁ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଏଥିରେ ଦୁର୍ଘଟଣାରେ 3 ଜଣ ଆହତ ହୋଇ ଆଠଗଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଡାକ୍ତରଖାନାରେ ରଞ୍ଜନ ବିଶ୍ବାଳଙ୍କ ମୃତ୍ୟୁ ଘଟିଥିଲା ।

ତେବେ ଡାକ୍ତରଙ୍କ ଅବହେଳା ଯୋଗୁଁ ରଞ୍ଜନଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ କରି ରୋଗୀଙ୍କ ସମ୍ପର୍କୀୟ ମାନେ ଡାକ୍ତରଙ୍କୁ ମାଡ ମାରିଥିଲେ। ଏନେଇ ମଙ୍ଗଳବାର ଡାକ୍ତରଙ୍କୁ ମାଡ ମାରିଥିବା 2 ରୋଗୀଙ୍କ ସମ୍ପର୍କୀୟଙ୍କୁ ଗିରଫ କରିଛି ଆଠଗଡ ଥାନା ପୋଲିସ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ଆଠଗଡ ଡାକ୍ତରଖାନାରେ ରୋଗୀ ମୃତ୍ୟୁ କୁ ନେଇ ମୃତକ ପରିବାରର ଡାକ୍ତରଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି।ଡାକ୍ତର ଙ୍କୁ ମାଡ଼ ମାରିଥିବା ଅଭିଯୋଗ ରେ ପୋଲିସ ମୃତକ ପରିବାରର ଦୁଇଜଣଙ୍କୁ ଗିରଫ କରିଛି।
ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ରଞ୍ଜନ ଓ ତାଙ୍କ ସାଙ୍ଗ ମାନେ ଭୂବନେଶ୍ୱର ଯାଉଥିବା ସମୟରେ ଆଠଗଡ ଡାଳଖାଇ ନିକଟରେ ରାସ୍ତା ଉପରେ ହଠାତ ହାତୀ ବାହରି ପଡିବାରୁ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିଲା।ଏହି ଦୁର୍ଘଟଣାରେ ତିନିଜଣ ଆହତ ହୋଇ ଆଠଗଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଡାକ୍ତର ଖାନାରେ ରଞ୍ଜନ ବିଶ୍ବାଳ ଙ୍କ ମୃତ୍ୟୁ ଘଟିଥିଲା।ତେବେ ଡାକ୍ତର ଙ୍କ ଅବହେଳା ଯୋଗୁଁ ରଞ୍ଜନଙ୍କର ମୃତୁ ଘଟିଥିବା ଅଭିଯୋଗ କରି ରୋଗୀ ସମ୍ପର୍କୀୟ ମାନେ ଡାକ୍ତରଙ୍କୁ ମାଡ଼ ମାରିଥିଲେ।ଆଜି ଡାକ୍ତରଙ୍କୁ ମାଡ଼ ମାରିଥିବା ୨ ରୋଗୀ ସମ୍ପର୍କୀୟ ଙ୍କୁ ଗିରଫ କରିଛି ଆଠଗଡ଼ ଥାନା ପୋଲିସ।Body:No needConclusion:No need
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.