କଟକ : ବଜ୍ରପାତ ନେଲା ଜୀବନ। କଟକର ଓଲଟପୁର ଥାନା ଉଚ୍ଛାପୁର ନିକଟରେ ବଜ୍ରପାତରେ ନାବାଳିକାଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ଇଚ୍ଛାପୁର ଗ୍ରାମର ସୁଜିତ ବେହେରାଙ୍କ ୧୨ବର୍ଷର ଝିଅ ପ୍ରିୟଙ୍କା ବେହେରା ।
ପ୍ରିୟଙ୍କା ଶୌଚ ପାଇଁ ଯାଇଥିବାବେଳେ ହଠାତ୍ ବଜ୍ରପାତ ହୋଇଥିଲା । ଆଉ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ