ETV Bharat / state

ଆଉ 11 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ, ଚିନ୍ତାରେ ସିଏମସି - 11 new corona cases reports in cuttack

ରାଜ୍ୟରେ କୋରୋନା ତାର କାୟା ମେଲୋଉଥିବାବେଳେ, କଟକରେ ମଧ୍ୟ ଧିରେ ଧିରେ ଏହାର ପ୍ରକୋପ ବୃଦ୍ଧି ପାଉଛି । ଯାହା ଜିଲ୍ଲା ପ୍ରଶାସନ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଅଧିକ ପଢନ୍ତୁ...

ଆଉ 11 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ, ଚିନ୍ତାରେ ସିଏମସି

author img

By

Published : Jul 9, 2020, 5:59 PM IST

କଟକ: ସିଏମସି ଅଧୀନରେ ବଢୁଛି କୋରୋନା ପିଜେଟିଭ କେସ । ଯାହା ଏବେ ଜିଲ୍ଲା ପ୍ରଶାସନ ଓ ସିଏମସିର ଚିନ୍ତାର କାରଣ ସାଜିଛି ।

ଆଜି(ଗୁରୁବାର) କଟକ ସିଏମସି ଅଧିନରୁ 11ଟି କୋରୋନା ପିଜିଟିଭ କେସ ସାମ୍ନାକୁ ଆସିଛି । ଯେଉଁଥିରୁ 4ଟି କ୍ୱାରେଣ୍ଟାଇନ, ଆଉ 4ଟି ହୋମ କ୍ୱାରେଣ୍ଟାଇନ ବାକି 3ଟି ଲୋକାଲ କେସ ରହିଛି ।

ଆଉ 11 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ, ଚିନ୍ତାରେ ସିଏମସି
ଆଉ 11 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ, ଚିନ୍ତାରେ ସିଏମସି

ଯାହାକୁ ମିଶାଇ ମୋଟ 213 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ରହିଛି । ସେଥରୁ 32 ଜଣ ସୁସ୍ଥ ହୋଇଥିଲା ବେଳେ, 179ଟି ମାମଲା ସକ୍ରିୟ ରହିଛି । ଏଥିରେ 2 ଜଣଙ୍କର ମୃତ୍ୟୁ ହୋଇଛି।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.