ETV Bharat / state

ଓଟିଇଟି ପରୀକ୍ଷା ଆମେ ଦେବୁ କାହିଁକି ? - ଓଟିଇଟି

ଘରୋଇ ବିଦ୍ୟାଳୟର ଶିକ୍ଷକ ସଂଘ ପକ୍ଷରୁ ଲୋଏର ପିଏମଜିରେ ଧାରଣା । ଓଟିଇଟି ପରୀକ୍ଷାକୁ ବିରୋଧ କରି ଏହି ଧାରଣା ଦେଇଛନ୍ତି ଶିକ୍ଷକ ସଂଘ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Feb 28, 2019, 2:59 PM IST

ଭୁବନେଶ୍ବର: ଘରୋଇ ବିଦ୍ୟାଳୟର ଶିକ୍ଷକ ସଂଘ ପକ୍ଷରୁ ଲୋଏର ପିଏମଜିରେ ଧାରଣା । ଓଟିଇଟି ପରୀକ୍ଷାକୁ ବିରୋଧ କରି ଏହି ଧାରଣା ଦେଇଛନ୍ତି ଶିକ୍ଷକ ସଂଘ । କେତେ ଥର ସେମାନେ ନିଜର ଦକ୍ଷତା ଦେଖାଇବେ ଏନେଇ ପ୍ରଶ୍ନ କରିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

କାରଣ ଜଣେ ଯଦି ନିଜର ଡିଗ୍ରୀ ବା ବିଏଡ଼ ପାଠ ଶେଷ କରି ଓଡିଶାରେ ଶିକ୍ଷକ ହେବାକୁ ଚାହେଁ ତ ତାକୁ ନିହାତି ଭାବରେ ରାଜ୍ୟ ଶିକ୍ଷା ବିଭାଗ ଅଧିନରେ ଓଟିଇଟି ପରୀକ୍ଷା ଦେବାକୁ ପଡିଥାଏ । କିନ୍ତୁ କେନ୍ଦ୍ର ସରକାରଙ୍କ ଅଧିନରେ ଏନସିପିସିଆର ପରୀକ୍ଷା ଦେଇ ଥିବା ଓଡିଶା ଘରୋଇ ସ୍କୁଲ ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟତ୍ରୀ ଭାବରେ କାମ କରୁଛନ୍ତି ।

ସଙ୍ଘ କହିବା ଅନୁସାରେ ସେମାନେ ଦୀର୍ଘ ବର୍ଷ ଧରି ଘରୋଇ ବିଦ୍ୟାଳୟରେ ଶିକ୍ଷା ପ୍ରଦାନ କରି ଆସୁଛନ୍ତି । ଆଉ ଥରେ ରାଜ୍ୟ ସରକାରଙ୍କ ଅଧିନରେ ପରୀକ୍ଷା ଦେଇ ନିଜର ଯୋଗ୍ୟତା ଦେଖାଇ ସାରିଛନ୍ତି ସେମାନେ ଆଉ ବାରମ୍ବାର କେତେ ନିଜର ଯୋଗ୍ୟତାକୁ ଦେଖାଉଥିବେ ବୋଲି ସଂଘ ଦାବି ରଖି ଆଜି ଭୁବନେଶ୍ୱରସ୍ଥିତ ଲୋୟର ପିଏମଜିରେ ଧାରଣା ଦେଇଛି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Sluge- 1 death in an accident,rep - Narayan,ctc,avo,26.02.19

ଆଙ୍କର-ସ୍କୁଟିକୁ ଧକ୍କା ଦେଲା ବାଇକ୍ l 108 ଦ୍ଵାରା ଗୁରୁତର ସ୍କୁଟି ଆରୋହୀଙ୍କୁ ମାହାଙ୍ଗା ମେଡିକାଲକୁ ଚିକିତ୍ସା ପାଇଁ ଅଣାଯାଇଥିଲା l ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ମୃତ ଜଣଙ୍କ ହେଲେ କଟକ ଜିଲ୍ଲା ମାହାଙ୍ଗା ଥାନା ଗୋକୁଳପୁର ଗ୍ରାମର ପ୍ରସନ ସାହୁ l ସେ ସ୍ଥାନୀୟ ଅଚ୍ୟୁତାନନ୍ଦ ମହାପୁରୁଷ ଉଚ୍ଚ ବିଦ୍ୟାଳୟର ଚତୁର୍ଥ ଶ୍ରେଣି କର୍ମଚାରୀ ଭାବେ କାର୍ଯ୍ୟରତ ଥିଲେ l ତେବେ ଆଜି ଅପରାହ୍ଣରେ ବାଲିଚନ୍ଦ୍ରପୁର ରୁ  ଘରକୁ ଆସୁଥିବା ବେଳେ କୁଆଁପାଳ- ବାଲିଚନ୍ଦ୍ରପୁର  ରାସ୍ତାର କୁସୁପୁର ନିକଟରେ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଭଦ୍ରେଶ୍ୱର ପଞ୍ଚାୟତ ବାଲିପଡ଼l ଓ ପ୍ରହରାଜପୁର ଅଞ୍ଚଳର ପ୍ରଭାତ ମଲ୍ଲିକ ଓ ବାବୁ ଦାସ ନାମକ ୨ ସ୍କୁଟି ଆରୋହୀ କୁ ଧକ୍କା ଦେଇଥିଲେ I ଯାହାଫଳରେ ଘଟଣା ସ୍ଥଳରେହିଁ ସ୍କୁଟି ଆରୋହୀଙ୍କ ମୃତ୍ୟୁ ହୋଇଥିଲା l
ପରେ ମାହାଙ୍ଗା ମେଡିକାଲକୁ ବାଇକ୍ ଆରୋହୀ ଓ ସ୍କୁଟି ଆରୋହୀଙ୍କୁ 108 ଆମ୍ବୁଲାନ୍ସ ଦ୍ଵାରା ଅଣାଯାଇଥିଲା l ସେଠାରେ ସ୍କୁଟି ଆରୋହୀଙ୍କୁ ଡାକ୍ତର୍ ମୃତ ଘୋଷାଣ କରିଥିଲେ l ପରେ ସ୍ଥାନୀୟ ପୋଲିସ ପହଂଚି ଶବ ବ୍ୟବଚ୍ଛେଦ ନିମନ୍ତେ କଟକ ବଡ ଡାକ୍ତର ଖାନାକୁ ପଠାଇବାସହ ଗାଡି ଦୁଇଟିକୁ ଜବତକରି ତଦନ୍ତ ଚଳାଇଛି ବୋଲି ଭାରପ୍ରାପ୍ତ ଥାନା ଅଧିକାରୀ ମଧୁସ୍ମିତା ବେହେରା ସୂଚନା ଦେଇଛନ୍ତି l

Visuals through WhatsApp..
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.