ETV Bharat / state

‘ଆୟୁଷ୍ମାନ ଭାରତ’ ପାଇଁ ରାଜ୍ୟକୁ କେନ୍ଦ୍ରର ଚିଠି - ଚିଠି

କେନ୍ଦ୍ରର ସ୍ବାସ୍ଥ୍ୟ ଯୋଜନା ‘ଆୟୁଷ୍ମାନ ଭାରତ’କୁ ରାଜ୍ୟରେ ଲାଗୁ କରିବା ପାଇଁ ଆରମ୍ଭ ହୋଇଛି କସରତ । ଏନେଇ ରାଜ୍ୟ ସରକାରଙ୍କ ସହ ଆଲୋଚନାର 24 ଘଣ୍ଟା ପରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ରାଜ୍ୟ ସରକାରଙ୍କୁ ଚିଠି ଲେଖି ରାଜ୍ୟରେ ଯୋଜନା ଲାଗୁ କରିବା ପାଇଁ ଅନୁରୋଧ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Jun 6, 2019, 8:56 PM IST

ଭୁବନେଶ୍ବର: କେନ୍ଦ୍ରର ସ୍ବାସ୍ଥ୍ୟ ଯୋଜନା ‘ଆୟୁଷ୍ମାନ ଭାରତ’କୁ ରାଜ୍ୟରେ ଲାଗୁ କରିବା ପାଇଁ ଆରମ୍ଭ ହୋଇଛି କସରତ । ଏନେଇ ଆୟୁଷ୍ମାନ ଯୋଜନାର ସିଇଓ ଡ଼ଃ ଇନ୍ଦୁଭୂଷଣ ଓ ତାଙ୍କ ଟିମ୍‌ ଓଡିଶା ଆସି ରାଜ୍ୟ ସରକାରଙ୍କ ସହ ଆଲୋଚନା କରିଥିଲେ । ଯାହାର 24 ଘଣ୍ଟା ପରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ଼ଃ ହର୍ଷବର୍ଦ୍ଧନ ରାଜ୍ୟ ସରକାରଙ୍କୁ ଚିଠି ଲେଖି ରାଜ୍ୟରେ ଯୋଜନା ଲାଗୁ କରିବା ପାଇଁ ଅନୁରୋଧ କରିଛନ୍ତି ।

ayushman bharat, bhubaneswar, health minister, ଆୟୁଷ୍ମାନ ଭାରତ, ଭୁବନେଶ୍ବର, ଚିଠି, letter
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଅନୁଯାୟୀ ଏହି ଯୋଜନାର ଲାଭ ରାଜ୍ୟର ପ୍ରତିଟି ପରିବାରକୁ ମିଳିବା ଦରକାର । ଆୟୁଷ୍ମାନ ଯୋଜନା ଅନୁଯାୟୀ ଦେଶର 10 କୋଟି 74 ଲକ୍ଷ ପରିବାର ଉପକୃତ ହୋଇପାରିବେ । ପ୍ରତି ପରିବାରକୁ ବାର୍ଷିକ ବୀମା ଆକାରରେ 5 ଲକ୍ଷ ଟଙ୍କା ଦିଆଯିବ । ତେବେ ଆସନ୍ତା ଅକ୍ଟୋବରରୁ ରାଜ୍ୟରେ ଏହି ଯୋଜନା କାର୍ଯ୍ୟକାରୀ କରିବା ପାଇଁ ମାର୍ଗ ପ୍ରଶସ୍ତ ହେଉଥିବା ସୂଚନା ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ।

ଏନେଇ ରାଜ୍ୟ ସରକାରଙ୍କ ସହ ଟେଲିଫୋନ ଯୋଗେ ଆଲୋଚନା ସରିଛି ବୋଲି ମଧ୍ୟ ସ୍ପଷ୍ଟ କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ଼ଃ ହର୍ଷବର୍ଦ୍ଧନ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:Body:

terter

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.