ETV Bharat / state

ଗୁରୁବାର ରାଜ୍ୟ ମନ୍ତ୍ରୀପରିଷଦର ବୈଠକ, ବଜେଟକୁ ମିଳିପାରେ ଅନୁମୋଦନ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆସନ୍ତାକାଲି (ଗୁରୁବାର) ସଂଧ୍ୟା 5ଟା 45ରେ ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକ ବସିବ । ବୈଠକରେ 2019-20 ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟକୁ ଅନୁମୋଦନ ମିଳିବା ନେଇ ଜଣାପଡିଛି ।

ଫାଇଲ ଫଟୋ
author img

By

Published : Jun 19, 2019, 8:59 PM IST

ଭୁବନେଶ୍ବର: ଆସନ୍ତାକାଲି ରାଜ୍ୟ ମନ୍ତ୍ରୀପରିଷଦ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସଂଧ୍ୟା 5ଟା 45 ସମୟରେ ଏହି ବୈଠକ ହେବ ।

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ 2019-20 ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟକୁ ଅନୁମୋଦନ ମିଳିବା ନେଇ ଜଣାପଡିଛି ।

ଗତ ଫେବୃଆରୀରେ ଆର୍ଥିକ ବର୍ଷର ପ୍ରଥମ 4 ମାସ ପାଇଁ ଆଗତ କାମଚଳା ବଜେଟରେ ମୂଳ ବଜେଟର ଆକାର 1 ଲକ୍ଷ 32 ହଜାର 660 କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଥିଲା । ଏବେ କିନ୍ତୁ ବଜେଟର ଆକାର 1 ଲକ୍ଷ 35 ହଜାର କୋଟି ଟଙ୍କା ଟପିବ ବୋଲି ଅନୁମାନ କରାଯାଉଛି ।

ଭୁବନେଶ୍ବରରୁ ଅଜିତ ଦାଶ, ଇଟିଭି ଭାରତ

 ବର୍ଷା ସମ୍ଭାବନା ସହ ଘଡ଼ଘଡି ସମ୍ଭାବନା

24 ଘଂଟା ଭିତରେ ରାଜ୍ୟ ର କିଛି ଜିଲ୍ଲାରେ ହେଁଇ ପାରେ ବର୍ଷା ସହ ଘଡ଼ଘଡ଼ି ସମ୍ଭାବନା ସହ ପବନ ର ବେଗ 30 ରୁ 40 କିଲୋମିଟର ବେଗ ରେ ବୋହିବା ବୋଲି ଆଞ୍ଚଳିକ ପଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଜିଲ୍ଲା ଗୁଡିକ ହେଲା ସୁନ୍ଦରଗଡ଼, ଖୋର୍ଦ୍ଧା, କଟକ ,ପୁରୀ,ମୟୁରଭଞ୍ଜ, ବାଲେଶ୍ଵର, ଭଦ୍ରକ, ଯାଜପୁର ,ନୟାଗଡ଼,ବୌଦ୍ଧ, ଢେଙ୍କାନାଳ,ନୂଆପଡା, ନବରଙ୍ଗପୁର, ବଲାଙ୍ଗୀର, କଳାହାଣ୍ଡି, ଗଜପତି, ଗଞ୍ଜାମ,। ଅନ୍ୟ ପଟେ ଗତ କାଲିଠାରୁ ଦକ୍ଷିଣ ଓଡ଼ିଶା ସହ ଉତ୍ତର ଓଡ଼ିଶାର ରେ ବର୍ଷା ବୃଦ୍ଧି ପାଇବ ବୋଲି ସୂଚନା ମିଳିଛି। ଏହା ସହ ମାଲକାନଗିରି,ଗଜପତିଙ୍କ, ଗଂଜାମ, ବାଲେଶ୍ଵର, ଜଗତସିଂହପୁର ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.