ETV Bharat / state

'ଭାରତ'କୁ ନେଇ ଫ୍ୟାନ୍ସଙ୍କ ସେଲିବ୍ରେସନ

ଭାଇଜାନ ସଲମାନ ଇଦରେ ପ୍ରତିବର୍ଷ ପ୍ରଶଂସକଙ୍କୁ ଦେଇ ଆସିଛନ୍ତି ଇଦି  । ଏଥର ମଧ୍ୟ ଇଦରେ ରିଲିଜ ହୋଇଛି ବହୁ ପ୍ରତୀକ୍ଷିତ ଫିଲ୍ମ 'ଭାରତ' ।

author img

By

Published : Jun 6, 2019, 8:06 AM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ରିଲିଜ ହୋଇଛି ବହୁ ପ୍ରତୀକ୍ଷିତ ଫିଲ୍ମ 'ଭାରତ' । ପ୍ରତିବର୍ଷ ପରି ଇଦରେ ରିଲିଜ ହୋଇଛି ସଲମାନଙ୍କ ଫିଲ୍ମ । ଭାଇଜାନ ସଲମାନ ଇଦିରେ ପ୍ରତିବର୍ଷ ପ୍ରଶଂସକଙ୍କୁ ଦେଇ ଆସିଛନ୍ତି ଇଦି । ଫାଷ୍ଟ ଡେ ଫାଷ୍ଟ ସୋ' ଦେଖିବାକୁ ଦର୍ଶକଙ୍କ ଭିଡ ଜମିଥିବା ବେଳେ ଭୁବନେଶ୍ବରରେ ଫ୍ୟାନ୍ସମାନେ ସେଲିବ୍ରେସନ କରିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଫିଲ୍ମ ରିଲିଜର ସପ୍ତାହେ ପୂର୍ବରୁ ଟିକେଟ ବୁକ ହୋଇସାରିଥିବା ବେଳେ ହଲରେ ଦର୍ଶକଙ୍କ ଭିଡ ଦେଖିବାକୁ ମିଳିଛି । ତେବେ ପ୍ରତି ଇଦରେ ସଲମାନ କିଛି ନୂଆ ଫିଲ୍ମ ଜରିଆରେ ଇଦି ଦେଇଆସୁଥିବା ବେଳେ ଫ୍ୟାନ୍ସମାନଙ୍କ ମଧ୍ୟ ବେଶ ଉତ୍ସାହ ଦେଖାଦେଇଥାଏ । ତେବେ ଭାଇଜାନଙ୍କ କେତେକ ଫ୍ୟାନ୍ସ କେକ କାଟି,ଡ୍ୟାନ୍ସ କରି ଫିଲ୍ମର ଭରପୁର ମନୋରଞ୍ଜନ କରିଥିଲେ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:Body:

DC

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.