ETV Bharat / state

ବିଧାନସଭାରେ ପାଦ ଦେଲେ ଦବଙ୍ଗ ବିଧାୟକ

ବିଧାନସଭାରେ ପାଟଣାଗଡ଼ ବିଧାୟକ ସରୋଜ ମେହେର । ପ୍ରଥମ ଦିନରେ ଗଣତନ୍ତ୍ରର ମନ୍ଦିରରେ ପ୍ରବେଶ କରିବା ପରେ ନିଜକୁ ଧନ୍ୟ ମନେ କରିଛନ୍ତି ସରୋଜ ।

author img

By

Published : Jul 15, 2019, 11:34 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ବିଧାନସଭାରେ ପାଟଣାଗଡ଼ ବିଧାୟକ ସରୋଜ ମେହେର । ପ୍ରଥମ ଦିନରେ ଗଣତନ୍ତ୍ରର ମନ୍ଦିରରେ ପ୍ରବେଶ କରିବା ପରେ ନିଜକୁ ଧନ୍ୟ ମନେ କରିଛନ୍ତି ସରୋଜ । ତେବେ କନିଷ୍ଠ ଯନ୍ତ୍ରୀଙ୍କୁ ମାଡ଼ ମାରିବା ଘଟଣାରେ ଗଣମାଧ୍ୟମ ସମ୍ମୁଖରେ ମୁହଁ ଖୋଲିବାକୁ ସାହସ ଜୁଟାଇ ପାରି ନାହାଁନ୍ତି ପାଟଣାଗଡ ବିଧାୟକ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏଥିସହ ଘଟଣା ପରେ ସାମାନ୍ୟ ନରମି ଯାଇଛନ୍ତି ବିଧାୟକ । ମାଡ଼ମରା ଘଟଣାକୁ ନେଇ ସବୁଆଡୁ ସମାଲୋଚନାର ଶିକାର ହେବା ପରେ ଏବେ ସେ କହିଛନ୍ତି କି କେବଳ ଲୋକଙ୍କ ସେବା କରିବି । ହେଲେ ଫୈସଲା ଅନ ଦି ସ୍ପଟ ଉଦ୍ୟମ ମଧ୍ୟ ଜାରି ରଖିବି ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:() ବିଧାନସଭାରେ ପାଟଣାଗଡ଼ ବିଧାୟକ ସରୋଜ ମେହେର। ପ୍ରଥମ ଦିନରେ ଗଣତନ୍ତ୍ର ର ମନ୍ଦିରରେ ପ୍ରବେଶ କରିବା ପରେ ନିଜକୁ ଧନ୍ୟ ମନେ କରିଛନ୍ତି। ତେବେ କନିଷ୍ଠ ଯନ୍ତ୍ରୀ ଙ୍କ ମାଡ଼ ଘଟଣାରେ ଗଣମାଧ୍ୟମ ସମ୍ମୁଖରେ ମୁହଁ ଖୋଲିବାକୁ ସାହସ ଜୁଟାଇ ପାରି ନାହାଁନ୍ତି। ସେ ଟାଣ ପଣ ବି ଆଉ ନାହିଁ। ମାଡ଼ମରା ଘଟଣାକୁ ନେଇ ସବୁଆଡୁ ସମାଲୋଚନା ଶିକାର ହେବା ପରେ ଏବେ କହିଛନ୍ତି କେଵଳ ଲୋକଙ୍କନସେବା କରିବି। ହେଲେ ଫଇସଲା ଅନ ଦି ସ୍ପଟ ଉଦ୍ୟମ ଜାରି ରହିବ ବୋଲି କହିଛନ୍ତି।

Body:ବାଇଟ ସରୋଜ ମେହେର, ପାଟଣାଗଡ଼ ବିଧାୟକ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.