ETV Bharat / state

ବିରୋଧିଙ୍କ ମୁହଁରେ ନବୀନଙ୍କ ପ୍ରଶଂସା

author img

By

Published : May 30, 2019, 10:27 PM IST

ଓଡିଶା ଗସ୍ତରେ ଆସିଥିବା ରାଜ୍ୟ କଂଗ୍ରେସର ସହପ୍ରଭାରୀ ଟିଏସ ସିଂ ଦେଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଛନ୍ତି।

ଫଟୋ ସୌଜନ୍ୟ: ଟ୍ୱିଟର@INCOdisha

ଭୁବନେଶ୍ବର: ଚଳିତ ଥରକୁ ମିଶାଇ ଲଗାତାର ଭାବେ 5 ଥର ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ନବୀନ ପଟ୍ଟନାୟକ । ଏଥିପାଇଁ ତାଙ୍କୁ ଦେଶର ବିଭିନ୍ନ ଭାଗରୁ ଶୁଭେଚ୍ଛା ଜଣାଉଛନ୍ତି ଅନେକ ବ୍ୟକ୍ତିବିଶେଷ । ଯାହାଙ୍କ ମଧ୍ୟରେ ରହିଛନ୍ତି ରାଷ୍ଟ୍ରପତି, ଉପରାଷ୍ଟ୍ରପତିଙ୍କ ସମତେ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ । ନବୀନଙ୍କୁ ପ୍ରଶଂସା କରିବାରେ ପଛରେ ପଡିନି ବିରୋଧି କଂଗ୍ରେସ ।

ଓଡିଶା କଂଗ୍ରେସର ସହପ୍ରଭାରୀ ତଥା ଛତିଶଗଡର ସ୍ବାସ୍ଥ୍ୟମନ୍ତ୍ରୀ ଟିଏସ ସିଂ ଦେଓ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଛନ୍ତି । ଏନେଇ ସେ କହିଛନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ ଜଣେ ଲୋକପ୍ରିୟ ନେତା । ଦୀର୍ଘ 19 ବର୍ଷ ଧରି କ୍ରମାଗତ ଭାବେ ଶାସନରେ ଥିବାରୁ ତାଙ୍କ ପ୍ରତି ଲୋକଙ୍କ ଉଦାର ମନୋଭାବ ରହିଛି । ନହେଲେ ଓଡ଼ିଆ ଜାଣି ନଥିବା ଜଣେ ନେତା ଏତେ ବର୍ଷ ଧରି କିପରି କ୍ଷମତାରେ ରହିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ନିର୍ବାଚନ ପୂର୍ବରୁ ଓଡିଶା କଂଗ୍ରେସର ନେତା କହୁଥିଲେ ଯେ ରାଜ୍ୟରେ ନବୀନ ବିରୋଧି ହାୱା ରହିଛି । ଏହାର ବିକଳ୍ପ ଭାବେ ନିଜକୁ ପ୍ରମାଣିତ କରିବାରେ ବିଫଳ ହୋଇଛି ଦଳ । ଯାହା ଚଳିତ ନିର୍ବାଚନରେ ସ୍ପଷ୍ଟ ହୋଇଯାଇଛି। କୁହୁଡି ପହଁରିବା ଭଳି ଅବସ୍ଥାରେ ଥିବା କଂଗ୍ରେସ ଏବେ ମାଟି କାମୁଡିବା ପରେ ନବୀନ ଯେ ଲୋକପ୍ରିୟ ନେତା ଏହା ସ୍ବୀକାର କରିବାକୁ ବାଧ୍ୟ ହୋଇଛି ।

2019 ନିର୍ବାଚନରେ ରାଜ୍ୟ କଂଗ୍ରେସର ବିପର୍ଯ୍ୟୟ କାହିଁକି ହେଲା ଏନେଇ ସମୀକ୍ଷା କରିବାକୁ ଓଡିଶା ଗସ୍ତରେ ଆସିଥିଲେ ଓଡିଶା କଂଗ୍ରେସର ସହପ୍ରଭାରୀ ଟିଏସ ସିଂ ଦେଓ । ତାଙ୍କ ଏପରି ମନ୍ତବ୍ୟ ଆସିବା ପରେ ଦଳର ଭୂମିକା ଆଗମୀ ଦିନରେ କଣ ରହିବ ତାହା ଚର୍ଚ୍ଚାର ବିଷୟ ପାଲଟିଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:କଂଗ୍ରେସ ନେତାଙ୍କ ମୁହଁରେ ନବିନଙ୍କ ପ୍ରଶଂସା। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣେ ଲୋକପ୍ରିୟ ନେତା। 18 ବର୍ଷ ଧରି ଶାସନରେ ଥିବାରୁ ତାଙ୍କ ପ୍ରତି ଲୋକଙ୍କ ଉଦାର ମନୋଭାବ ରହିଛି। ନହେଲେ ଓଡ଼ିଆ ଜାଣି ନଥିବା ଜଣେ ନେତା ଏତେ ବର୍ଷ ଧରି କ୍ଷମତାରେ ରହୁଛି କିପରି ବୋଲି କହିଛନ୍ତି ଛତିଶଗଡ଼ ର ବରିଷ୍ଠ ନେତା ତଥା ଓଡିଶା କଂଗ୍ରେସ ସହ ଲରଭାରୀ ଟି ଏସ ସିଂଦେଓ। ନିର୍ବାଚନ ପୂର୍ବରୁ ଓଡିଶା କଂଗ୍ରେସ ନେତା କହୁଥିଲେ କି, ନବୁନ ବିରିଧି ହଵା ଜୋର ରହିଛି। ତେଣୁ କଂଗ୍ରେସ ହିଁ ସେମାନଙ୍କ ପାଇଁ ବିକଳ୍ପ। ହେଲେ ସେପରି କିଛି ହେଲା ନାହିଁ। କୁହୁଡି ପହଁରିବା ଭଳି ମୁଡ଼ରେ ରହିଥିବା କଂଗ୍ରେସ ଏବେ ମାଟି କାମୁଡିବା ପରେ ନବୀନ ଯେ ଲୋକପ୍ରିୟ ନେତା ତାହା ସ୍ୱୀକାର କରିବାକୁ ବାଧ୍ୟ ହୋଇଛି। ଓଡିଶା କଂଗ୍ରେସର ବିପର୍ଯ୍ୟୟ ପରେ ସ୍ଥିତି ସମୀକ୍ଷା କରିବାକୁ ଆସିଥିବା ସିଂଦେଓ ଏହା କହିବା ପରେ ଓଡିଶାରେ କଂଗ୍ରେସର ଭବିଷ୍ୟତ କଣ ବୋଲି ପୁଣି ପ୍ରଶ୍ନ ଉଠିଛି।

Body:ବାଇଟ ଟି ଏସ ସିଂଦେଓ ଓଡିଶା କଂଗ୍ରେସ ସହ ପ୍ରଭାରୀ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.