ETV Bharat / state

2019 ନିର୍ବାଚନ: ପରାଜୟର ସମୀକ୍ଷା କରିବ ରାଜ୍ୟ କଂଗ୍ରେସ

author img

By

Published : May 27, 2019, 11:59 PM IST

2019 ନିର୍ବାଚନରେ ଜୋରଦାର ଝଟକା ଖାଇଛି ରାଜ୍ୟ କଂଗ୍ରେସ। କଣ ପାଇଁ ଚଳିତ ନିର୍ବାଚନରେ ଦଳର ପରାଜୟ ହେଲା ସେ ନେଇ ସମୀକ୍ଷା କରିବ କଂଗ୍ରସେ।

ଫାଇଲ ଫଟୋ

ଭୁବନେଶ୍ବର: କେଉଁଠି ରହିଲା ତ୍ରୁଟି? କାହିଁକି ଦଳ ଏତେ ବଡ ବିପର୍ଯ୍ୟୟର ସାମ୍ନା କଲା? ନେତୃତ୍ବ ନା ସାଙ୍ଗଠନିକ ଦୁର୍ବଳତା କିଏ ଏଥିପାଇଁ ଦାୟୀ? ରାଜ୍ୟରେ କଂଗ୍ରେସର ଶୋଚନୀୟ ପରାସ୍ତ ପରେ ଏବେ ଏହାର ସମୀକ୍ଷା କରିବାକୁ ଆସୁଛନ୍ତି କେନ୍ଦ୍ରୀୟ ନେତା । ଓଡିଶା ପ୍ରଭାରୀ ଜିତେନ୍ଦ୍ର ସିଂ ଆସନ୍ତା 29 ଓ 30 ଦୁଇଦିନିଆ ଓଡିଶା ଗସ୍ତରେ ଆସି ସମୀକ୍ଷା କରିବେ । ମେ 29ରେ ଆସିକା ନିର୍ବାଚନମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିବା ମୃତ ମନୋଜ ଜେନାଙ୍କ ପରିବାରକୁ ଭେଟିବେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ନିକଟରେ ମନୋଜଙ୍କୁ ଗୁଳି କରି ହତ୍ୟା କରାଯାଇଛି । 30ରେ କଂଗ୍ରେସ ଭବନରେ ଆରମ୍ଭ ହେବ ଘମାସନ । ପ୍ରଥମ ପର୍ଯ୍ୟାୟରେ ବିଜୟୀ ବିଧାୟକଙ୍କ ସହ ଆଲୋଚନା ହେବ । ଏହାପରେ ଜିଲ୍ଲା ସଭାପତି, ନିର୍ବାଚନ ଲଢିଥିବା ସବୁ ବିଧାୟକ, ସାଂସଦ ଏବଂ ତୃତୀୟ ପର୍ଯ୍ୟାୟରେ ସାଙ୍ଗଠନିକ ପଦ ପଦବୀରେ ଥିବା ନେତାଙ୍କ ସହ ଆଲୋଚନା କରିବେ । ଏହି ସମୟରେ ଦଳର ପ୍ରଦର୍ଶନକୁ ନେଇ ଗଠନ ହୋଇଥିବା କମିଟି ରିପୋର୍ଟ ମଧ୍ୟ ସମୀକ୍ଷା କରାଯିବା ନେଇ ଜଣାଇଛନ୍ତି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:() କେଉଁଠି ରହିଲା ତ୍ରୁଟି ? କାହିଁକି ଦଳ ଏତେ ବଡ ବିପର୍ଯ୍ୟୟ ସାମନା କଲା ? ନେତୃତ୍ୱ ନା ସାଙ୍ଗଠନିକ ଦୁର୍ବଳତା କିଏ ଦାୟୀ ? ରାଜ୍ୟରେ କଂଗ୍ରେସର ଶୋଚନୀୟ ପରାସ୍ତ ପରେ ଏବେ ଏହାର ସମୀକ୍ଷା କରିବାକୁ ଆସୁଛନ୍ତି କେନ୍ଦ୍ରୀୟ ନେତା। ଓଡିଶା ପ୍ରଭାରୀ ଜିତେନ୍ଦ୍ର ସିଂ ଆସନ୍ତା 29 ଓ 30 ଦୁଇଦିନିଆ ଓଡିଶା ଗସ୍ତରେ ଆସି ସମୀକ୍ଷା କରିବେ। 29ରେ ଗଂଜାମ କଂଗ୍ରେସ ପ୍ରାର୍ଥୀ ମନୋଜ ଜେନାଙ୍କ ପରିବାରକୁ ଭେଟିବେ। ତାଙ୍କୁ ନିକଟରେ ଗୁଳି କରି ହତ୍ୟା କରାଯାଇଛି। 30ରେ କଂଗ୍ରେସ ଭବନରେ ଆରମ୍ଭ ହେବ ଘମାସନ। ପ୍ରଥମ ପର୍ଯ୍ୟାୟରେ ବିଜୟୀ ବିଧାୟକଙ୍କ ସହ ଆଲୋଚନା ହେବ। ଏହାପରେ ଜିଲ୍ଲା ସଭାପତି, ଲଢ଼ୁଥିବା ସବୁ ବିଧାୟକ ଓ ସାଂସଦ, ତୃତୀୟ ପର୍ଯ୍ୟାୟରେ ସାଙ୍ଗଠନିକ ପଦ ପଦବୀରେ ଥିବା ନେତାଙ୍କ ସହ ଆଲୋଚନା କରିବେ। ଏହି ସମୟରେ ଦଳର ପ୍ରଦର୍ଶନ କୁ ନେଇ ଗଠନ ହୋଇଥିବା କମିଟି ରିପୋର୍ଟ ମଧ୍ୟ ସମୀକ୍ଷା ହେବ। ଏନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ।

Body:ବାଇଟ ନିରଞ୍ଜନ ପଟ୍ଟନାୟକ, ପିସିସି ସଭାପତି

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.