ETV Bharat / state

ସୋସିଆଲ ମିଡିଆ କ୍ୟାମ୍ପେନିଂ ଉପରେ ରହିବ ସ୍ୱତନ୍ତ୍ର ନଜର: ସିଇସି

ଆସନ୍ତା ସାଧାରଣ ନିର୍ବାଚନକୁ ସ୍ଵଚ୍ଛ, ଅବାଧ ଏବଂ ନିରପେକ୍ଷ କରିବା ପାଇଁ ସମସ୍ତ ପ୍ରୟାସ  ଜାରି ରହିଛି  କରାଯାଇଛି। ମୁଖ୍ୟତଃ ମଦ, ଟଙ୍କା ଓ ସାଇବର ସୁରକ୍ଷା ଉପରେ ପୁରା ନଜର ରଖାଯିବ ବୋଲି କହିଛନ୍ତି ଓଡିଶା ଗସ୍ତରେ ଆସିଥିବା କେନ୍ଦ୍ରୀୟ ନିର୍ବାଚନ କମିଶନ(ସିଇସି) ଅଶୋକ ଲାଭସା।

author img

By

Published : Feb 15, 2019, 3:56 PM IST

ଫଟୋ ସୌଜନ୍ୟ: ଇନାଡୁ ଇଣ୍ଡିଆ

ଭୁବନେଶ୍ୱର: ଆସନ୍ତା ସାଧାରଣ ନିର୍ବାଚନକୁ ସ୍ଵଚ୍ଛ, ଅବାଧ ଏବଂ ନିରପେକ୍ଷ କରିବା ପାଇଁ ସମସ୍ତ ପ୍ରୟାସ ଜାରି ରହିଛି କରାଯାଇଛି। ମୁଖ୍ୟତଃ ମଦ, ଟଙ୍କା ଓ ସାଇବର ସୁରକ୍ଷା ଉପରେ ପୁରା ନଜର ରଖାଯିବ ବୋଲି କହିଛନ୍ତି ଓଡିଶା ଗସ୍ତରେ ଆସିଥିବା କେନ୍ଦ୍ରୀୟ ନିର୍ବାଚନ କମିଶନ(ସିଇସି) ଅଶୋକ ଲାଭସା।

ଏନେଇ ସେ କହିଛନ୍ତି ଜିଲ୍ଲା ସ୍ତରରେ ଏକ ସାଇବର ଏବଂ ସୋସିଆଲ ମିଡିଆ ଏକ୍ସପର୍ଟଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇଛି। ଯେଉଁମାନେ ଫେକ୍ ନ୍ୟୁଜ୍, ପେଡ୍ ନ୍ୟୁଜ୍ ଏବଂ ଚରିତ୍ର ସଂହାର ଆଦି ଘଟଣା ଉପରେ ନଜର ରଖିବେ। ସୋସିଆଲ ମିଡିଆରେ ହେଉଥିବା ବିଭିନ୍ନ ଦଳର କ୍ୟାମ୍ପେନିଂ ତଦାରଖ କରିବା ପାଇଁ ଜିଲ୍ଲା ସ୍ତରରେ ମିଡିଆ ମନିଟରଂ କମିଟିର ଗଠନ କରାଯିବ।

ନିର୍ବାଚନ ସମୟରେ ମଦ, ଟଙ୍କା ଆଦିର କରବାର ଉପରେ ନଜର ରଖିବାକୁ ମୋବାଇଲ ୟୁନିଟର ଗଠନ କରାଯିବ। ଏଥିସହିତ 'ସି ଭିଜନ୍' ନାମକ ଏକ ଓ୍ଵେବସାଇଟ ମାଧ୍ୟମରେ ସାଧାରଣ ଲୋକେ ମଧ୍ୟ ଭିଡିଓ ଓ ଫଟୋ ଏହି ଓ୍ଵେବସାଇଟ ମାଧ୍ୟମରେ ପଠାଇପାରିବେ। ଯାହା ଫଳରେ କଣ୍ଟ୍ରୋଲ ରୁମରେ ସିଧାସଳଖ ଖବର ପହଞ୍ଚିବା ସହ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇପାରିବ।

ଭୁବନେଶ୍ୱରରୁ ତପନ ଦାସ, ଇଟିଭି ଭାରତ

Intro:ବ୍ରହ୍ମପୁର ସହରରେ ପ୍ରତିଷ୍ଠା ହେବାକୁ ଯାଉଛି ଅତ୍ୟାଧୁନିକ ମାଛ ବଜାର ।ସହରର ମର୍ଦ୍ଧରାଜ ଭେଣ୍ଡିଙ୍ଗ ଜୋନ ନିକଟରେ ରହିଥିବା ବର୍ତ୍ତମାନର ଖୋଲା ମାଛ ବଜାର ପରିସରରେ ଏହି ବଜାର ଦୁଇ କୋଟି ୮୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଯୋଜନା କରାଯାଇଥିବା ବେଳେ ମହାନଗର ନିଗମ ପକ୍ଷରୁ ଏହାକୁ ଅନୁଧ୍ୟାନ କରାଯାଇଛି।

Body:()ବ୍ରହ୍ମପୁର ସହରରେ ଦୁଇ କୋଟି ୮୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହେବ ଅତ୍ୟାଧୁନିକ ମାଛ ବଜାର ।ସରକାର ଙ୍କ ପକ୍ଷରୁ ଏ ନେଇ ଅନୁଦାନ ମଞ୍ଜୁରୀ ହୋଇସାରିଥିବା ବେଳେ ବ୍ରହ୍ମପୁର ମହାନଗର ନିଗମ ଏହି ନୂତନ ବଜାର ନିର୍ମାଣ ୟ ପାଇଁ ଟେଣ୍ଡର କାର୍ଯ୍ୟ ଶେଷ ହୋଇଥିବା ବେଳେ ନିଗମ ପକ୍ଷରୁ ନିର୍ମାଣ ହେବାକୁ ଥିବା ସହରରେ ମର୍ଦ୍ଧରାଜ ଭେଣ୍ଡିଙ୍ଗ ଜୋନ ନିକଟସ୍ଥ ସ୍ଥାନକୁ ଅନୁଧ୍ୟାନ କରାଯାଇଛି ।ସହରର ଏହି ମାଛ ବଜାରକୁ ପୂର୍ବରୁ କମାପଲ୍ଲୀରୁ ଉଚ୍ଛେଦ କରି ଅଣାଯାଇଥିବା ବେଳେ ଏଠାରେ ପରିମଳ ବ୍ୟବସ୍ଥା ସେତେଟା ଭଲ ନଥିବା ନେଇ ଖୋଦ ନିଗମର କମିଶନର ଅନୁଧ୍ୟାନ କରିଥିଲେ ।ଏପରିକି ବଜାର ପରିସରରେ ଛେଳି କଟାଯାଉଥିବା ଭିଡିଓ କୁ କୈଣସି ବ୍ୟକ୍ତି ବିଶେଷ ନିଗମ କର୍ତ୍ତୃପକ୍ଷ ଙ୍କୁ ପଠାଇଲେ ପୁରସ୍କାର ପ୍ରଦାନ କରାଯିବା ସହ ନିୟମ ଉଲ୍ଲଘଂନକାରି ଙ୍କ ନିମନ୍ତେ ସିସିଟିଭି କ୍ୟାମେରା ସ°ଯୋଗ କରାଯିବା ସହ ବଜାର କୁ ଆବଶ୍ୟକୀୟ ପାଣି ଯୋଗାଇଦିଆଯିବ ବୋଲି କୁହାଯାଇଛି।
ବାଇଟ୍-ଚକ୍ରବର୍ତ୍ତୀ ସିଂ ରାଠୋର(କମିଶନର-ବ୍ରହ୍ମପୁର ମହାନଗର ନିଗମ)
()ଅନ୍ୟପଟେ ଏହି ଅତ୍ୟାଧୁନିକ ମାଛ ବଜାର ନିର୍ମାଣ କାର୍ଯ୍ଯ ଖୁବ ଶ୍ରୀଘ୍ର ଆରମ୍ଭ ହେବ ବୋଲି କୁହାଯାଇଥିବା ବେଳେ ନିର୍ମାଣ ସମୟରେ ଖୋଲା ବଜାରରେ ବସି ବ୍ୟଵସାୟ କରୁଥିବା ବ୍ୟବସାୟୀ ମାନେ ସେମାନଙ୍କ ପିଣ୍ଡିରେ ରହି ବ୍ୟବସାୟ କରିବା କୁ ପରାମର୍ଶ ଦିଆଯାଇଛି।ସେପଟେ ଏହି ମାଛ ବଜାରରେ ଲାଗି ରହିଥିବା ସମସ୍ୟା ପ୍ରତି ଗୁରୁତ୍ୱ ଦେବାକୁ ସ୍ଥାନୀୟ ବ୍ୟବସାୟୀ ଙ୍କ ଠାରୁ ଆରମ୍ଭ କରି ସହରବାସୀ ପ୍ରସ୍ତାବ ଦେଇଥିଲେ ।
ବାଇଟ୍-କାଳିଆ ପଣ୍ଡା(ବ୍ରହ୍ମପୁର ବାସିନ୍ଦା)

Conclusion:ବ୍ରହ୍ମପୁର ସହରର ସର୍ବାଙ୍ଗୀନ ବିକାଶ ପାଇଁ ଜିଲ୍ଲା ପ୍ରଶାସନ ଏବଂ ମହାନଗର ନିଗମ ପକ୍ଷରୁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଥିବା ବେଳେ ଏଭଳି ଅତ୍ୟାଧୁନିକ ମାଛ ବଜାର ହେଲେ ଅନେକ ସୁବିଧା ମିଳିବ ବୋଲି ଆଶା କରାଯାଉଛି ।ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ....
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.