ନୂଆଦିଲ୍ଲୀ: ଅଗଷ୍ଟ 3କୁ ଘୁଞ୍ଚିଲା ମହାନଦୀ ଜଳ ବିବାଦ ମାମଲାର ପରବର୍ତ୍ତୀ ଶୁଣାଣୀ । ଓଡିଶାର ମଧ୍ୟବର୍ତ୍ତୀକାଳୀନ ଆବେଦନ ଉପରେ ଶୁଣାଣି କରି ଅକ୍ଟୋବର ୧୯ ସୁଦ୍ଧା ସମସ୍ତ ରାଜ୍ୟ କାଗଜପତ୍ର ଦାଖଲ କରିବାକୁ ନିର୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।
ଅକ୍ଟୋବର ୧୯ରୁ ଆରମ୍ଭ ହେବ ମୂଳ ମାମଲାର ଶୁଣାଣି ହେବା ନେଇ ସୁପ୍ରିମ କୋର୍ଟ କହିଛନ୍ତି ।