ETV Bharat / state

ଓ୍ଵାର୍ଲ୍ଡ ବ୍ୟାଙ୍କ ପ୍ରତିନିଧି ଦଳ ସହ ନବୀନଙ୍କ ଆଲୋଚନା

ବିପର୍ଯ୍ୟୟ ନିରୋଧକ ଭିତ୍ତିଭୂମି ପ୍ରତିଷ୍ଠା ପାଇଁ ଓ୍ଵାର୍ଲ୍ଡ ବ୍ୟାଙ୍କର ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିଛନ୍ତି । ମୁଖ୍ୟ ଶାସନ ସଚିବଙ୍କ ସହ ବୈଠକ ପରେ ମୁଖ୍ୟମନ୍ତ୍ରୀ ସହ ଏହି ଆଲୋଚନା ହୋଇଛି ।

author img

By

Published : May 15, 2019, 11:37 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା ଭୁବନେଶ୍ବର

ଭୁବନେଶ୍ବର: ପ୍ରତିବର୍ଷ ବାତ୍ୟା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହେଉଥିବା ବେଳେ ବିପର୍ଯ୍ୟୟ ନିରୋଧକ ଭିତ୍ତିଭୂମି ପ୍ରତିଷ୍ଠା ପାଇଁ ଓ୍ଵାର୍ଲ୍ଡ ବ୍ୟାଙ୍କର ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ଭୁବନେଶ୍ବର

ଏହା ସହ ରାଜ୍ୟ ସରକାର ଇଣ୍ଟରନ୍ୟାସନାଲ ମନିଟାରି ଫଣ୍ଡ ସହ ଆଲୋଚନା କରିଛନ୍ତି । ମୁଖ୍ୟ ଶାଶନ ସଚିବଙ୍କ ସହ ବୈଠକ ପରେ ମୁଖ୍ୟମନ୍ତ୍ରୀ ସହ ଏହି ଆଲୋଚନା ହୋଇଛି ।

ମୁଖ୍ୟତଃ ଗୃହ, ପାନୀୟ ଜଳ ଯୋଗାଣ, ବିଦ୍ୟୁତ୍ ଉପରେ ଆଲୋଚନା ହୋଇଥିବା ବେଳେ ଡିପାର୍ଟମେଣ୍ଟ ଅଫ ଇକୋନୋମିକ୍ସ ଆଫାୟାର୍ସ ମାଧ୍ୟମରେ ଏହି ପ୍ରତିନିଧି ଦଳ ସିଏମ୍, ସିଏସ,ଏବଂ ଅନ୍ୟ ବିଭାଗର ସଚିବଙ୍କ ସହ ଆଲୋଚନା କରିଥିଲେ । ପରବର୍ତ୍ତୀ ସମୟରେ ଏହା ଉପରେ ଏକ ବିସ୍ତୃତ ବିବରଣୀ କରାଯିବ ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.