ETV Bharat / state

ନାମାଙ୍କନ ଭରିଲେ ନବୀନ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ହିଞ୍ଜିଳି ବିଧାନସଭା ଆସନରୁ ନାମାଙ୍କନ ଭରିଛନ୍ତି। ଛତ୍ରପୁର ସ୍ଥିତ ଅତିରିକ୍ତ ଉପଜିଲ୍ଲାପାଳ ତଥା ରିଟର୍ଣ୍ଣିଙ୍ଗ ଅଫିସରଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ନବୀନ।

author img

By

Published : Mar 20, 2019, 2:17 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ଭୁବନେଶ୍ବର: ନାମାଙ୍କର ଭରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଛତ୍ରପୁର ସ୍ଥିତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ସେ। ଅତିରିକ୍ତ ଉପଜିଲ୍ଲାପାଳ ତଥା ରିଟର୍ଣ୍ଣିଙ୍ଗ ଅଫିସରଙ୍କ ନିକଟରେ ନମାଙ୍କନ ଭରିଥିଲେ ମୁଖ୍ୟମନ୍ତ୍ରୀ। ନିର୍ବାଚନରେ ଦଳ ବିପୁଳ ପରିମାଣରେ ଭୋଟ ପାଇ ବିଜୟୀ ହେବ ବୋଲି ପ୍ରତିକ୍ରିୟା ରଖିଛନ୍ତି ନବୀନ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ଆଜି ପ୍ରଥମେ ତାରାତାରିଣୀ ମନ୍ଦିରକୁ ଯାଇ ମାଆଙ୍କ ଦର୍ଶନ କରିଥିଲେ ବିଜେଡି ସୁପ୍ରିମୋ। ଏହାପରେ ହିଞ୍ଜିଳି ବିଧାନସଭା ଆସନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି। ଗଞ୍ଜାମ ବିଜେଡିର ବହୁ ବରିଷ୍ଠ ନେତା ନାମାଙ୍କନ ବେଳେ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା। ଏହି ଅବସରରେ ବିଜେଡି ନେତାମାନେ ନବୀନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ।

ନବୀନ କହିଥିଲେ, ହିଞ୍ଜିଳି ପାଇଁ ନାମାଙ୍କନ ଭରିଲି। ଖୁବଶୀଘ୍ର ବିଜେପୁର ପାଇଁ ମଧ୍ୟ ପ୍ରାର୍ଥିପତ୍ର ଦାଖଲ କରିବି। ଏହି ନିର୍ବାଚନରେ ବିଜେଡି ବହୁ ଆସନରେ ବିଜୟୀ ହେବ ବୋଲି ଦୃଢକ୍ତି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:Body:

Panaji: From being an Ayurveda practitioner to being the Goa chief minister, 46-year-old Pramod Sawant has come a long way.

The two-time MLA from Sankhalim in North Goa, Sawant, who was Speaker of the state Assembly, is a dedicated RSS worker.

The politician, recently seen in the RSS uniform at a Sangh event, was on Monday sworn in as the new chief minister of Goa following Manohar Parrikar's death.

His elevation to the top post in the coastal state followed hectic parleys between the BJP and its alliance partners.

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.