ETV Bharat / state

ପଗଡ଼ି ଭିତରେ ଲୁଚାଇ ଆଣିଥିଲେ ସୁନା, ଧରିଲା କଷ୍ଟମ ବିଭାଗ

author img

By

Published : Mar 20, 2019, 10:55 AM IST

ବୁଧବାର ଭୋର ୪ଟା ସମୟରେ ଅମରଜିତ୍ ସିଂହ ନାମକ ବ୍ୟକ୍ତିଙ୍କ ଠାରୁ ଦୁଇଟି ସୁନା ବିସ୍କୁଟ ଜବତ ହୋଇଛି ।

ଫଟୋ ସୌଜନ୍ୟ: ସମ୍ୱାଦଦାତା, ଭୁବନେଶ୍ୱର

ଭୁବନେଶ୍ୱର: ପୁଣିଥରେ ଭୁବନେଶ୍ୱର ବିମାନବନ୍ଦରରୁ ସୁନା ଜବତ କରିଛି କଷ୍ଟମ ବିଭାଗ। ବୁଧବାର ଭୋର ୪ଟା ସମୟରେ ଅମରଜିତ୍ ସିଂହ ନାମକ ବ୍ୟକ୍ତିଙ୍କ ଠାରୁ ଦୁଇଟି ସୁନା ବିସ୍କୁଟ ଜବତ ହୋଇଛି। ଅମରଜିତ୍ ମଧ୍ୟ ରାତ୍ରିରେ ବ୍ୟାଙ୍କକରୁ ଭୁବନେଶ୍ୱର ଆସୁଥିଲେ। ତାଙ୍କ ଠାରୁ ୬୧୦ ଗ୍ରାମର ସୁନା ଜବତ ହୋଇଛି, ଯାହାର ଆନୁମାନିକ ମୂଲ୍ୟ ୨୦,୫୦,୦୦୦ ଟଙ୍କା ହେବ ବୋଲି ଜଣାପଡିଛି।

ଭିଡିଓ ସୌଜନ୍ୟ: ସମ୍ୱାଦଦାତା, ଭୁବନେଶ୍ୱର

ସୂଚନା ଅନୁଯାୟୀ, ବ୍ୟାଙ୍କକରୁ ଭୁବନେଶ୍ୱର ଆସୁଥିବ ଅମରଜିତ୍‌ଙ୍କୁ ଯାଞ୍ଚ ବେଳେ ତାଙ୍କ ପାଖରେ ସୁନା ଥିବାର ଜଣାପଡିଥିଲା। ସେ ଏକ କଳା ରଙ୍ଗର ଟେପ୍ ଭିତରେ ସୁନା ନେଇ ଆସୁଥିଲେ। ସେହି କଳା ରଙ୍ଗର ଟେପ୍କୁ ନିଜର ପଗଡ଼ିରେ ଲୁଚାଇଥିଲେ ଅମରଜିତ୍‌। ଯାହା ଯାଞ୍ଚ କଲାବେଳେ ଧରାପଡିଥିଲା। ପରେ ପଗଡ଼ି ଭିତରୁ ୨ଟି ସୁନା ବିସ୍କୁଟ ବାହାରିଥିଲା।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:Body:

ପଗଡ଼ି ଭିତରେ ଲୁଚାଇ ଆଣିଥିଲେ ସୁନା, ଧରିଲା କଷ୍ଟମ ବିଭାଗ 

ଭୁବନେଶ୍ୱର: ପୁଣିଥରେ ଭୁବନେଶ୍ୱର ବିମାନବନ୍ଦରରୁ ସୁନା ଜବତ କରିଛି କଷ୍ଟମ ବିଭାଗ। ବୁଧବାର ଭୋର ୪ଟା ସମୟରେ ଅମରଜିତ୍ ସିଂହ ନାମକଙ୍କ ଠାରୁ ଦୁଇଟି ସୁନା ବିସ୍କୁଟ ଜବତ ହୋଇଛି । ଅମରଜିତ୍ ମଧ୍ୟ ରାତ୍ରିରେ ବ୍ୟାଙ୍କକରୁ ଭୁବନେଶ୍ୱର ଆସୁଥିଲେ। ତାଙ୍କ ଠାରୁ ୬୧୦ ଗ୍ରାମର ସୁନା ଜବତ ହୋଇଛି, ଯାହାର ଆନୁମାନିକ ମୂଲ୍ୟ ୨୦,୫୦,୦୦୦ ଟଙ୍କା ହେବ ବୋଲି ଜଣାପଡିଛି। 

ସୂଚନା ଅନୁଯାୟୀ, ବ୍ୟାଙ୍କକରୁ ଭୁବନେଶ୍ୱର ଆସୁଥିବ ଅମରଜିତ୍‌ଙ୍କୁ ଯାଞ୍ଚ ବେଳେ ତାଙ୍କ ପାଖରେ ସୁନା ଥିବାର ଜଣାପଡିଥିଲା । ସେ ଏକ କଳା ରଙ୍ଗର ଟେପ୍ ଭିତରେ ସୁନା ନେଇ ଆସୁଥିଲେ । ସେହି କଳା ରଙ୍ଗର ଟେପ୍କୁ ନିଜର ପଗଡ଼ିରେ ଲୁଚାଇଥିଲେ ଅମରଜିତ୍‌। ଯାହା ଯାଞ୍ଚ କଲାବେଳେ ଧରାପଡିଥିଲା । ପରେ ପଗଡ଼ି ଭିତରୁ ୨ଟି ସୁନା ବିସ୍କୁଟ ବାହାରିଥିଲା ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ନ୍ୟୁଜ୍‌

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.