ETV Bharat / state

'ଫନି' ପାଇଁ ଏଟିଏମ ସାମ୍ନାରେ ଲମ୍ବା ଲାଇନ - ଫନି

'ଫନି' ସବୁକିଛି ଛାରଖାର କରିଦେଇଥିବା ବେଳେ ବିଜୁଳି ବ୍ୟବସ୍ଥାରେ ସୁଧାର ଆସିନଥିବାରୁ ରାଜଧାନୀର ଏଟିଏମ ସବୁ ଅଚଳ ହୋଇପଡିଛି । ଯେଉଁଠି ଏଟିଏମ କାମ କରୁଛି ସେଠି ଲମ୍ବା ଧାଡି ଦେଖିବାକୁ ମିଳୁଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : May 6, 2019, 12:23 AM IST

ଭୁବନେଶ୍ବର: 'ଫନି' ସବୁକିଛି ଛାରଖାର କରିଦେଇଥିବା ବେଳେ ବିଜୁଳି ବ୍ୟବସ୍ଥାରେ ସୁଧାର ଆସିନଥିବାରୁ ରାଜଧାନୀରେ ଏଟିଏମ ସବୁ ଅଚଳ ହୋଇପଡିଛି । ଯେଉଁଠି ଏଟିଏମ କାମ କରୁଛି ସେଠି ଲମ୍ବା ଧାଡି ଦେଖିବାକୁ ମିଳୁଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବରରେ 'ଫନି' ପାଇଁ ବିଜୁଳି ବ୍ୟବସ୍ଥାରେ କୌଣସି ସୁଧାର ଆସିନାହିଁ । ଲୋକମାନଙ୍କ ନିକଟରେ ଥିବା ଜମା ଟଙ୍କା ଶେଷ ହେବାକୁ ବସିଲାଣି । ବିଭିନ୍ନ ପ୍ରକାର ସାମଗ୍ରୀର ଦରଦାମ ବୃଦ୍ଧି ହେତୁ ଲୋକମାନେ ହଇରାଣ ହୋଇ ଏଟିଏମ ଗଲା ବେଳକୁ ଲାଇନ ନଥିବା ଯୋଗୁଁ ଏଟିଏମ ଅଚଳ ହୋଇପଡିଥିବାରୁ ନାନା ହଇରାଣ ହରକତ ହେଉଛନ୍ତି ଲୋକ ।

ଲୋକମାନଙ୍କ ପାଖରେ ଟଙ୍କା ନଥିବାରୁ ଏଣେ ତେଣେ ଲୋକ ମାନେ ଦୌଡୁଥିବା ବେଳେ ୟୁନିଟ 3 ଅଞ୍ଚଳରେ ଥିବା ଇଣ୍ଡସଲାଣ୍ଡ ବ୍ୟାଙ୍କର ଏଟିଏମ କାମ କରୁଥିବା ଜାଣିବାକୁ ପାଇ ସେଥିରୁ ଟଙ୍କା ଉଠାଇବାକୁ ଲମ୍ବା ଲାଇନରେ ଲୋକମାନେ ଛିଡା ହୋଇଥିବା ଦେଖିବାକୁ ମିଳିଛି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:Body:Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.