ETV Bharat / state

ନବୀନଙ୍କୁ ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ ଗଣେଶୀ ଲାଲ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇଲେ ଓଡିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ନିର୍ବାଚନ ଫଳାଫଳରେ ବିଜେଡିର ବିପୁଳ ସଫଳତା ପାଇଁ ଦେଲେ ଅଭିନନ୍ଦନ ବାର୍ତ୍ତା ।

author img

By

Published : May 23, 2019, 7:48 PM IST

ଫାଇଲ ଫଟୋ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇଲେ ଓଡିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଟ୍ବିଟ କରି ନବୀନଙ୍କୁ ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ । ନିର୍ବାଚନ ଫଳାଫଳରେ ବିଜେଡିର ବିପୁଳ ସଫଳତା ପାଇଁ ଦେଲେ ଅଭିନନ୍ଦନ ବାର୍ତ୍ତା

honble-governor
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ ଟ୍ବିଟର@GovernorOdisha

ପ୍ରଫେସର ଗଣେଶୀ ଲାଲ ନବୀନ ପଟ୍ଟନାୟକଙ୍କୁ ବିପୁଳ ପରିମାଣରେ ଜନସମର୍ଥନ ଓ ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି । ନବୀନ ପଟ୍ଟନାୟକଙ୍କ ତତ୍ତ୍ବାବଧାନ ଓ ପ୍ରକାଶଯୋଗ୍ୟ କାର୍ଯ୍ୟଧାରାରେ ପ୍ରେରିତ ହୋଇ ବିଜେଡିକୁ ଏହି ସଫଳତା ମିଳି ପାରିଛି ।ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଆଗାମୀ ଦିନରେ ଓଡିଶା ବିକାଶ ଓ ପ୍ରଗତିଶୀଳତାର ଶୀର୍ଷ ସ୍ପର୍ଶ କରିବା ବୋଲି ଟ୍ବିଟ କରିଛନ୍ତି ରାଜ୍ୟପାଳ ଗଣେଶୀ ଲାଲ ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.