ETV Bharat / state

ଏଣିକି କଲେଜରେ 7 ଘଣ୍ଟା ପଢାଇବେ ଅଧ୍ୟାପକ

ଅଧ୍ୟାପକଙ୍କ ପାଇଁ ଉଚ୍ଚଶିକ୍ଷା ବିଭାଗର ଗାଇଡଲାଇନ ଜାରି । ଏଣିକି ଅତି କମ୍‌ରେ 7ଘଣ୍ଟା କଲେଜରେ ରହିବାକୁ ସବୁ ଅଧ୍ୟାପକ ମାନଙ୍କୁ ବାଧ୍ୟତାମୂଳକ କରାଯାଇଛି ।

author img

By

Published : Jul 5, 2019, 9:22 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଅଧ୍ୟାପକଙ୍କ ପାଇଁ ଉଚ୍ଚଶିକ୍ଷା ବିଭାଗର ଗାଇଡଲାଇନ ଜାରି । ଏଣିକି ଅତି କମ୍‌ରେ 7ଘଣ୍ଟା କଲେଜରେ ରହିବାକୁ ଅଧ୍ୟାପକଙ୍କ ପାଇଁ ବାଧ୍ୟତାମୂଳକ । କଲେଜ ପ୍ରିନ୍ସିପାଲଙ୍କଠାରୁ ଆରମ୍ଭ କରି ଅଧ୍ୟାପକ ସମସ୍ତେ ଏହି ନିମୟ ମାନିବାକୁ ବାଧ୍ୟ । ଏଥିସହିତ ଛାତ୍ରଛାତ୍ରୀମାନଙ୍କ ଉପସ୍ଥାନକୁ 75 ପ୍ରତିଶତ ରଖିବା ପାଇଁ ମଧ୍ୟ ଗାଇଡଲାଇନରେ ସ୍ପଷ୍ଟ କରାଯାଇଛି ।

college, teachers, students, bhubaneswar, education dept, guideline, ଭୁବନେଶ୍ବର, ଶିକ୍ଷକ, କଲେଜ, ଗାଇଡଲାଇନ
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଉଚ୍ଚଶିକ୍ଷା ବିଭାଗ ଦ୍ବାରା ଜାରି ହୋଇଥିବା ଏହି ଗାଇଡଲାଇନ ଅନୁଯାୟୀ ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ କଲେଜ ପାଇଁ ଏହି ନିୟମ ଲାଗୁ ହେବ । ସେହିପରି ଛାତ୍ରଛାତ୍ରୀଙ୍କ ଉପସ୍ଥାନ 75ପ୍ରତିଶତ ବାଧ୍ୟତାମୂଳକ କରାଯାଇଛି । ଯଦି ନିର୍ଦ୍ଧାରିତ ଉପସ୍ଥାନଠାରୁ କୌଣସି ଛାତ୍ର କିମ୍ବା ଛାତ୍ରୀଙ୍କର ଉପସ୍ଥାନ କମ୍‌ ରୁହେ ତେବେ ସଂପୃକ୍ତ ଛାତ୍ରଛାତ୍ରୀ ଶେଷ ପରୀକ୍ଷା ଦେଇ ପାରିବେ ନାହିଁ ।

ଏହାକୁ କଡାକଡି ଭାବରେ ପାଳନ କରିବାକୁ ନିର୍ଦ୍ଦେଶ ରହିଛି । ବିଶେଷ କରି କିଛି ଦିନ ପୂର୍ବରୁ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଏନେଇ ନିର୍ଦ୍ଦେଶ ଦେଇଥିଲେ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.