ETV Bharat / state

ବାଲୁକାକଳାରେ କାଳିଆକୁ ଦେଖୁଛନ୍ତି ରାଜଧାନୀବାସୀ - BBSR

ସରକାରୀ ବାବୁଙ୍କ ନିଆରା ନିଶା । 5 ଟ୍ରକ ବାଲିରେ ନିର୍ମାଣ କଲେ ଜଗନ୍ନାଥଙ୍କ ବାଲୁକା କଳା ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Jul 4, 2019, 7:35 PM IST

Updated : Jul 5, 2019, 12:31 AM IST

ଭୁବନେଶ୍ବର: ଆଜି ପବିତ୍ର ରଥଯାତ୍ରା । ପୁରପଲ୍ଲୀ ଉତ୍ସବମୁଖର । ଓଡିଶା ତଥା ସାରା ବିଶ୍ବରେ ପ୍ରଭୁ ଜଗନ୍ନାଥ ବେଢାରୁ ଆସି ଭକ୍ତ ପାଖରେ । ଭକ୍ତ ଆଉ ଭଗବାନଙ୍କ ମଧ୍ୟରେ ଚାଲିଛି ଭାବର ଆଦାନପ୍ରଦାନ । ସେହି ଅବସରରେ ରାଜଧାନୀରେ ଦେଖିବାକୁ ମିଳୁଛି ଜଗନ୍ନାଥଙ୍କ ବାଲୁକା ମୂର୍ତ୍ତି । ବ୍ୟସ୍ତବହୁଳ ଜୀବନରୁ ସମୟ କାଢି ନିଶା ପାଇଁ ଜଗନ୍ନାଥଙ୍କ ବାଲୁକା କଳା ପ୍ରସ୍ତୁତ କରିଛନ୍ତି ସରକାରୀ କର୍ମଚାରୀ ସୁବଳ ମହାରଣା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ପେଶାରେ ଜଣେ ବ୍ୟାଙ୍କ କର୍ମଚାରୀ କିନ୍ତୁ ନିଶା ଜଣେ ବାଲୁକା ଶିଳ୍ପୀର । ବୋଧହୁଏ ଜଗନ୍ନାଥଙ୍କ ପ୍ରତି ଥିବା ପ୍ରେମ ତାଙ୍କୁ ଏ ଦିଗରେ ଟାଣିନେଇଛି । ଦୀର୍ଘ ଦୁଇ ରାତି ଧରି ଏହି ମୂର୍ତ୍ତିକୁ ତିଆରି କରିଥିବାର କହିଛନ୍ତି ସୁବଳ । ଏହି ମୂର୍ତ୍ତିରେ ପାଞ୍ଚ ଟ୍ରକ ବାଲି ବ୍ୟବହାର ହୋଇଥିବାବେଳେ ରବୀନ୍ଦ୍ର ମଣ୍ଡପ ସମ୍ମୁଖରେ ଶୋଭା ବଢ଼ାଉଛି ଜଗନ୍ନାଥଙ୍କର ଏହି ବାଲୁକା କଳା ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ସରକାରୀ ବାବୁ ଙ୍କ ନିଆରା ନିଶା, 5 ଟ୍ରକ ବାଲିରେ ତିଆରି କଲେ ଜଗନ୍ନାଥ

Body:ଆଜି ହେଉଛି ପବିତ୍ର ରଥଯାତ୍ରା,ଗାଁ ଠାରୁ ପୁରୀ ପର୍ଯ୍ୟନ୍ତ ସବୁ ଜାଗାରେ ମନ୍ଦିର ବେଢା ରୁ ପ୍ରଭୁ ଜଗନ୍ନାଥ ଆସି ଆଜି ଭକ୍ତ ପାଖରେ। ଅନ୍ୟ ପଟେ ରାଜଧାନୀ ଭୁବନେଶ୍ୱର ରେ ବି ଦେଖିବା କୁ ମିଳୁଛି ଜଗନ୍ନାଥ ଙ୍କ ବାଲୁକା ମୂର୍ତ୍ତି। ଯାହାକୁ ତିଆରି କରିଛନ୍ତି ଭୁବନେଶ୍ୱର ର ଜଣେ ସରକାରୀ କର୍ମଚାରୀ ସୁବଳ ମହାରଣା। ଦୀର୍ଘ ଦୁଇ ରାତି ଧରି ଏହି ମୂର୍ତ୍ତି କୁ ତିଆରି କରିଥିବାର କହିଛନ୍ତି ସୁବଳ। ଜଣେ ବ୍ୟାଂକ କର୍ମଚାରୀ ଥିବା ବେଳେ ବାଲୁକା କଳା ତାଙ୍କର ନିଶା ବୋଲି କହିଛନ୍ତି ସୁବଳ। ଏହି ମୂର୍ତ୍ତି ରେ ପାଞ୍ଚ ଟ୍ରକ ବାଲି ବ୍ୟବହାର ହେଇଥିବା ବେଳେ ରାଜଧାନୀ ର ରବୀନ୍ଦ୍ର ମଣ୍ଡପ ସମ୍ମୁଖରେ ଶେଭା ବଢ଼ାଉଛି।

ବାଇଟ ସୁବଳ ମହାରଣା
ବାଲୁକା ଶିଳ୍ପୀ

Conclusion:
Last Updated : Jul 5, 2019, 12:31 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.