ETV Bharat / state

‘ଇଟିଭି ଭାରତ’ର ମହାପ୍ରଭାବ: ବିଧାନସଭାରେ ପଲିଥିନ ବ୍ୟାନ ! - ଇଟିଭି ଭାରତ ମହାପ୍ରଭାବ

‘ଇଟିଭି ଭାରତ’ର ମହାପ୍ରଭାବ । ଶେଷରେ ଚେତିଲେ ସରକାର । ଗଣତନ୍ତ୍ରର ମନ୍ଦିର ପରିସରରେ ପାଳନ ହେଲା ଆଇନ । ପଲିଥିନ ନୁହେଁ କାର୍ଟୁନରେ ଆସିଲା ଖାଦ୍ୟ । ଜାଣନ୍ତୁ ପୂରା ଘଟଣା

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Jul 19, 2019, 8:07 PM IST

Updated : Jul 19, 2019, 10:46 PM IST

ଭୁବନେଶ୍ୱର: ବିଧାନସଭା ପରିସରରେ ପଲିଥିନ ବ୍ୟାନକୁ ନେଇ ଶେଷରେ ଚେତିଲେ ସରକାର । ‘ଇଟିଭି ଭାରତ’ରେ ଏନେଇ ଗୁରୁବାର ଖବର ପ୍ରକାଶ ପାଇବା ପରେ ଆକ୍ସନ ମୁଡରେ ସରକାର ।ବଦଳିଲା ବିଧାନସଭା ପରିସରରେ ଖାଦ୍ୟ ପରଷା ଯିବାର ଦୃଶ୍ୟ । ପୂର୍ବରୁ ପଲିଥିନ ବ୍ୟାନ ସତ୍ତ୍ବେ ନେତା-ମନ୍ତ୍ରୀଙ୍କ ପାଇଁ ପଲିଥିନରେ ଆସୁଥିଲା ଖାଦ୍ୟ । ତେବେ ‘ଇଟିଭି ଭାରତ’ରେରେ ଖବର ପ୍ରକାଶ ପାଇବା ପରେ ଶୁକ୍ରବାର କାର୍ଟୁନରେ ଆସିଛି ଖାଦ୍ୟ ପ୍ୟାକେଟ୍ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଆଇନ ପ୍ରଣେତାଙ୍କ ଖୁଲମଖୁଲା ଆଇନ ଉଲ୍ଲଙ୍ଘନ । ଲୋକଙ୍କ ପାଇଁ ପଲିଥିନ ନୋ, ହେଲେ ମନ୍ତ୍ରୀଙ୍କ ପାଇଁ ହଁ । ସରକାର ଖୋଦ ପଲିଥିନ ବ୍ୟାନ କରିଥିବା ବେଳେ ଗଣତନ୍ତ୍ର ମନ୍ଦିର ପରିସରରେ ପାଳନ ହେଉନି ଆଇନ । ଏନେଇ ଆମେ ଗୁରୁବାର ଏକ ରିପୋର୍ଟ ପ୍ରକାଶ କରିଥିଲୁ ଏବଂ ଘଟଣା ନେଇ ମନ୍ତ୍ରୀଙ୍କୁ ପଚରାଯିବା ପରେ ସେ ପ୍ରତିକ୍ରିୟାରେ କହିଥିଲେ, ଏ ସମ୍ପର୍କରେ ଅଜ୍ଞ ଅଛୁ । ତେବେ ଶୁକ୍ରବାର କ୍ୟାଟେରିଂ ସଂସ୍ଥା କାର୍ଟୁନର ବ୍ୟବହାର କରୁଥିବା ଦେଖିବାକୁ ମିଳିଛି ।

ଭୁବନେଶ୍ୱରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ଶେଷରେ ଚେତିଲା ବିଧାନସଭା ସଚିବାଳୟ। ଆଉ ପରିସରକୁ ଆସିବ ନାହିଁ ପଲିଥିନ। ଈଟିଭି ଭାରତରେ ଏନେଇ ଖବର ପ୍ରକାଶ ପାଇଥିଲା। ଖାଦ୍ୟ ପ୍ୟାକେଟ ନେବା ପାଇଁ କିଭଳି ଆଇନ ପ୍ରଣୟନ କାରୀ ନିଜେ ଆଇନ ଉଲଂଘନ କରୁଛନ୍ତି ସେ ସଂକ୍ରାନ୍ତରେ ଖବର ଆମେ ଦେଖାଇଥିଲୁ। ଆଉ ଦିନକ ପରେ ଚେତିଛି ସଂସଦୀୟ ବ୍ୟାପାର ବିଭାଗ। ଖାଦ୍ୟ ପ୍ୟାକେଟ ଯୋଗାଉଥିବା କ୍ୟାଟରିଂ ସଂସ୍ଥାକୁ ପଲିଥିନ ନ ଆଣିବା ପାଇଁ କୁହାଯାଇଛି। ଫଳରର ଆଜି ପଲିଥିନ ବଦଳରେ କାର୍ଟୁନ ବ୍ୟବହାର ହୋଇଛି। ସମସ୍ତେ ଏହି କାର୍ଟୁନ ବ୍ୟ ଆହାର କରୁଛନ୍ତି। କିମ୍ବା ହାତରେ ଖାଦ୍ୟ ପ୍ୟାକେଟ ନେଉଥିବା ଦେଖିବାକୁ ମିଳିଛି।

Body:ବିଧାନସଭାରେ ପଲିଥିନ ନିଷିଦ୍ଧ ନେଇ ଆଇନ ଆସିଥିଲା। ହେଲେ ଆଇନକୁ ମାନ୍ୟଛି କିଏ?

Conclusion:
Last Updated : Jul 19, 2019, 10:46 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.