ETV Bharat / state

ଆଗରେ ପୁଅ-ଝିଅ, ପଛରେ ବାପା - ପୁଅ

ଆଗକୁ ଆସିଲେ ପୁଅ ଆଉ ଝିଅ। ପଛକୁ ରହିଲେ ବାପା । କାଳେ କିଛି ଅସନ୍ତୋଷ ଦେଖା ଦେବ ସେହି ଭୟରେ ନିଜ ନାମ ଶେଷ ପର୍ଯ୍ୟାୟରେ ରଖି ନୂଆ ରଣନୀତି ଖେଳିଛନ୍ତି ମୁଖିଆ ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ୱର
author img

By

Published : Mar 29, 2019, 8:54 PM IST

ଭୁବନେଶ୍ବର: ଆଗକୁ ଆସିଲେ ପୁଅ ଆଉ ଝିଅ। ପଛକୁ ରହିଲେ ବାପା । କାଳେ କିଛି ଅସନ୍ତୋଷ ଦେଖା ଦେବ ସେହି ଭୟରେ ନିଜ ନାମ ଶେଷ ପର୍ଯ୍ୟାୟରେ ରଖି ନୂଆ ରଣନୀତି ଖେଳିଛନ୍ତି ମୁଖିଆ । ପୂର୍ବରୁ ଭକ୍ତ ଦାସ ଓ ତାଙ୍କ ପୁଅ, ନରସିଂହ ମିଶ୍ର ଓ ତାଙ୍କ ପୁଅ, ହେମାନନ୍ଦ ବିଶ୍ବାଳ ଓ ତାଙ୍କ ଝିଅଙ୍କୁ ଦଳ ଟିକେଟ ଦେଇ ଅନେକ ଅସନ୍ତୋଷ ମୁଣ୍ଡାଇଛି । ଏବେ ପୁଣି ସମାନ ଢାଞ୍ଚା।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ୱର

ପୁଅ ଓ ଝିଅକୁ ମିଳିଲା ଟିକେଟ । ଦ୍ବିତୀୟ ପୀଢ଼ୀଙ୍କୁ ସାମ୍ନାକୁ ଆଣିଛି କଂଗ୍ରେସ। ବାଲେଶ୍ବରରୁ ଲୋକସଭା ଆସନରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ ଅନନ୍ତ ସେଠୀଙ୍କ ଝିଅ ମଧୁମିତା ସେଠୀଙ୍କୁ ଭଦ୍ରକ ଲୋକସଭାରେ ପ୍ରାର୍ଥୀ କରିଛି କଂଗ୍ରେସ।

ସେହିପରି ଜଗତସିଂହପୁରରୁ କଂଗ୍ରେସ ପୂର୍ବତନ ମନ୍ତ୍ରୀ ଲକ୍ଷ୍ମଣ ମଲ୍ଲିକଙ୍କ ଝିଅ ପ୍ରତିମା ମଲ୍ଲିକଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ। ତେବେ ନିରଞ୍ଜନ ଓ ଅନନ୍ତଙ୍କ ନାଁ ଜାଣିକି ପଛକୁ ରଖାଯାଇଛି। ନିରଞ୍ଜନ ଭଣ୍ଡାରିପୋଖରୀରୁ ଲଢ଼ିବା ନିଶ୍ଚିତ । ସେହିପରି ଅନନ୍ତ ସେଠି ମଧ୍ୟ ଭଦ୍ରକରୁ ଲଢିବାକୁ ପ୍ରସ୍ତୁତ। ଏମାନଙ୍କ ନାଁ ଏକପ୍ରକାର ଚୁଡାନ୍ତ ହୋଇଥିବା ବେଳେ କେବଳ ଘୋଷଣାକୁ ବାକି ରହିଛି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:Body:

ଆଗରେ ପୁଅ ଓ ଝିଅ, ପଛରେ ବାପା

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.