ETV Bharat / state

9 ବିଧାନସଭା ଆସନ ପାଇଁ କଂଗ୍ରେସର ପ୍ରାର୍ଥୀ ଘୋଷଣା - declares

କଂଗ୍ରେସର ଆଉ ୯ ବିଧାନସଭା ଆସନ ପାଇଁ ପ୍ରାର୍ଥୀ  ଘୋଷଣା କରିଛି । ଏଆଇସିସି ପକ୍ଷରୁ ଏକ ପ୍ରେସ ରିଲିଜ୍‌ରେ ନିର୍ବାଚନ କମିଟି ପକ୍ଷରୁ ଏହି ଘୋଷଣା କରାଯାଇଛି ।

ଫାଇଲ ଫଟୋ
author img

By

Published : Apr 7, 2019, 12:00 PM IST

ଭୁବନେଶ୍ବର: ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ରବିବାର ପୁଣି ଏକ ପ୍ରାର୍ଥୀ ତାଲିକା ଜାରି କରିଛି। କଂଗ୍ରେସର ଆଉ ୯ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ଏଆଇସିସି ପକ୍ଷରୁ ଏକ ପ୍ରେସ ରିଲିଜ୍‌ ନିର୍ବାଚନ କମିଟି ପକ୍ଷରୁ ଏହି ଘୋଷଣା କରାଯାଇଛି ।

congress
ଫଟୋ ସୌଜନ୍ୟ: ଏଆଇସିସି @ଟ୍ବିଟର

ଭଣ୍ଡାରୀପୋଖରୀରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନିର୍ବାଚନ ଲଢ଼ିବେ । ଏଥି ସହିତ କଂଗ୍ରେସ ଭଦ୍ରକକୁ ନଳିନୀକାନ୍ତ ମହାନ୍ତି, ବଡଚଣାରୁ ସୀତାକାନ୍ତ ମହାପାତ୍ର, ଧର୍ମଶାଳାରୁ କିଶାନ ପଣ୍ଡା, ସାଲେପୁର, ରବିନ୍ଦ୍ର କର, ମହାକାଳ ପଡାରୁ ବିଭ୍ରାଂଶୁ ଶେଖର ଲେଙ୍କା, ତ୍ରିର୍ତ୍ତେଲରୁ ଦେବୀ ପ୍ରସାଦ ମଲ୍ଲିକ, ବାଲିକୁଦା-ଏରସମାରୁ ଲଲାଟେନ୍ଦୁ ମହାପାତ୍ର, ନିମାପଡାରୁ ସତ୍ୟବ୍ରତ ପାତ୍ରଙ୍କୁ ବିଧାନସଭା ପ୍ରାର୍ଥୀ କରିଛି କଂଗ୍ରେସ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:Body:

lasklkla

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.