ETV Bharat / state

କାହା କଥା ସତ ? - Narsingh Mishra

ଭୁବନେଶ୍ବର: ଦ୍ବନ୍ଦରେ କଂଗ୍ରେସ । କଂଗ୍ରେସ ଗୋଟିଏ, ଆଉ ସମସ୍ତେ ଭାଇ ଭାଇ । ଭାଇଚାରା ମଧ୍ୟରେ କଂଗ୍ରେସ ଶାସିତ ରାଜ୍ୟ ଏକାଠି କାମ କଲେ ହେବ ସର୍ବାଙ୍ଗ ଉନ୍ନତି । ମହାନଦୀ ବିବାଦ ଘଟଣାରେ ଏମିତି କିଛି ମତ ରଖିଥିଲେ ଛତିଶଗଡ ସ୍ବାସ୍ଥ୍ୟ ମନ୍ତ୍ରୀ ଟିଏସ ସିଂ ଦେଓ । ଓଡିଶାରେ କଂଗ୍ରେସ ସରକାର ଆସିଲେ ମହାନଦୀ ପ୍ରସଙ୍ଗର ବାଟ ବାହାରିବ । ତେବେ ଏହି ଘଟଣାରେ କିଛି ଅଲଗା କହୁଛନ୍ତି ରାଜ୍ୟ ବିରୋଧୀ ଦଳ ନେତା ନରସିଂହ ମିଶ୍ର ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ୱର
author img

By

Published : Feb 11, 2019, 9:56 PM IST

ଛତିଶଗଡ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୟାନକୁ ବିକୃତ କରି ଉପସ୍ଥାପିତ କରାଯାଇଥିବା କହିଛନ୍ତି ବିରୋଧୀ ନେତା । ସରକାର ପରିବର୍ତ୍ତନ ହେଲେ ହିଁ ବିକଳ୍ପ ବାହାରିବା ନେଇ କେଉଁଠି ମଧ୍ୟ କହି ନାହାନ୍ତି ଛତିଶଗଡ ସରକାର । ଯଦି ରାଜ୍ୟରେ କଂଗ୍ରେସ ସରକାର ଆସିବ ଦୁଇ ରାଜ୍ୟ ମଧ୍ୟରେ ଆଲୋଚନା ସହଜ ହୋଇ ପାରିବ । ରାଜ୍ୟ ସରକାରଙ୍କ ସହ ଆପୋଷ ଆଲୋଚନା ପାଇଁ ରାଜି ବାଘେଲ ସରକାର । କିନ୍ତୁ ରାଜ୍ୟ ସରକାର ଏହି ପରିପ୍ରେକ୍ଷୀରେ ପ୍ରସ୍ତୁତ ନଥିବାରୁ ତାହାର ଉତ୍ତର ଛତିଶଗଡ ସରକାର ରଖିଥିବା କହିଛନ୍ତି ବିରୋଧୀ ନେତା ।

ଆଗକୁ ନିର୍ବାଚନ । ରାଜ୍ୟ ସରକାରଙ୍କ ଅପାରଗତାକୁ ଗୋଟି ଗୋଟି କରି କଂଗ୍ରେସ ବଖାଣିବା ନେଇ ଆଜିଠୁ ଆରମ୍ଭ କରିଛି ଡୋର ଟୁ ଡୋର କ୍ୟାମ୍ପନିଂ । ଆଉ ଏହି ସମୟରେ ବିରୋଧୀ ଦଳ ନେତାଙ୍କ ଏପରି ବୟାନ ପରେ କଂଗ୍ରେସ କନଫ୍ୟୁଜ ଥିବା ନେଇ ଚର୍ଚ୍ଚା ଚାଲିଛି ।

ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:Body:

କାହା କଥା ସତ ? ବରିଷ୍ଠଙ୍କ ଭିନ୍ନ ବାଣୀ

ଭୁବନେଶ୍ବର: ଦ୍ବନ୍ଦରେ କଂଗ୍ରେସ । କଂଗ୍ରେସ ଗୋଟିଏ, ଆଉ ସମସ୍ତେ ଭାଇ ଭାଇ । ଭାଇଚାରା ମଧ୍ୟରେ କଂଗ୍ରେସ ଶାସିତ ରାଜ୍ୟ ଏକାଠି କାମ କଲେ ହେବ ସର୍ବାଙ୍ଗ ଉନ୍ନତି । ମହାନଦୀ ବିବାଦ ଘଟଣାରେ ଏମିତି କିଛି ମତ ରଖିଥିଲେ ଛତିଶଗଡ ସ୍ବାସ୍ଥ୍ୟ ମନ୍ତ୍ରୀ ଟିଏସ ସିଂ ଦେଓ । ଓଡିଶାରେ କଂଗ୍ରେସ ସରକାର ଆସିଲେ ମହାନଦୀ ପ୍ରସଙ୍ଗର ବାଟ ବାହାରିବ । ତେବେ ଏହି ଘଟଣାରେ କିଛି ଅଲଗା କହୁଛନ୍ତି ରାଜ୍ୟ ବିରୋଧୀ ଦଳ ନେତା ନରସିଂହ ମିଶ୍ର । 

ଛତିଶଗଡ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୟାନକୁ ବିକୃତ କରି ଉପସ୍ଥାପିତ କରାଯାଇଥିବା କହିଛନ୍ତି ବିରୋଧୀ ନେତା । ସରକାର ପରିବର୍ତ୍ତନ ହେଲେ ହିଁ ବିକଳ୍ପ ବାହାରିବା ନେଇ କେଉଁଠି ମଧ୍ୟ କହି ନାହାନ୍ତି ଛତିଶଗଡ ସରକାର । ଯଦି ରାଜ୍ୟରେ କଂଗ୍ରେସ ସରକାର ଆସିବ ଦୁଇ ରାଜ୍ୟ ମଧ୍ୟରେ ଆଲୋଚନା ସହଜ ହୋଇ ପାରିବ । ରାଜ୍ୟ ସରକାରଙ୍କ ସହ ଆପୋଷ ଆଲୋଚନା ପାଇଁ ରାଜି ବାଘେଲ ସରକାର । କିନ୍ତୁ ରାଜ୍ୟ ସରକାର ଏହି ପରିପ୍ରେକ୍ଷୀରେ ପ୍ରସ୍ତୁତ ନଥିବାରୁ ତାହାର ଉତ୍ତର ଛତିଶଗଡ ସରକାର ରଖିଥିବା କହିଛନ୍ତି ବିରୋଧୀ ନେତା । 

ଆଗକୁ ନିର୍ବାଚନ । ରାଜ୍ୟ ସରକାରଙ୍କ ଅପାରଗତାକୁ ଗୋଟି ଗୋଟି କରି କଂଗ୍ରେସ ବଖାଣିବା ନେଇ ଆଜିଠୁ ଆରମ୍ଭ କରିଛି ଡୋର ଟୁ ଡୋର କ୍ୟାମ୍ପନିଂ । ଆଉ ଏହି ସମୟରେ ବିରୋଧୀ ଦଳ ନେତାଙ୍କ ଏପରି ବୟାନ ପରେ କଂଗ୍ରେସ କନଫ୍ୟୁଜ ଥିବା ନେଇ ଚର୍ଚ୍ଚା ଚାଲିଛି । 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.