ETV Bharat / state

ଭୋଟ ଦେଲେ ମୁଖ୍ୟ ନିର୍ବାଚନ ଅଧିକାରୀ

author img

By

Published : Apr 23, 2019, 2:36 PM IST

Updated : Apr 23, 2019, 2:45 PM IST

ରାଜଧାନୀର ୟୁନିଟ-9 ସ୍ଥିତ ବଏଜ୍ ହାଇସ୍କୁଲର 113 ନମ୍ବର ବୁଥରେ ମତଦାନ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ୱର

ଭୁବନେଶ୍ବର: ସମଗ୍ର ଦେଶରେ ଜାରି ରହିଛି ତୃତୀୟ ପର୍ଯ୍ୟାୟ ମତଦାନ। ସାଧରଣ ଭୋଟରଙ୍କ ଠାରୁ ଆରମ୍ଭ କରି ନିର୍ବାଚନ ପରିଚାଳନା ଦାୟୀତ୍ୱରେ ଥିବା ଅଧିକାରୀ ମଧ୍ୟ ମତଦାନ କରୁଛନ୍ତି। ଏହିକ୍ରମରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ରାଜଧାନୀର ୟୁନିଟ-9 ସ୍ଥିତ ବଏଜ୍ ହାଇସ୍କୁଲର 113 ନମ୍ବର ବୁଥରେ ମତଦାନ କରିଛନ୍ତି।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ୱର

ଏହି ଅବସରରେ ସେ ସେଲ୍‌ଫି ଉଠାଇବା ସହ, ଆଗ୍ରହର ସହ ମତଦାନ କରିବା ପାଇଁ ଜନସାଧାରଣଙ୍କୁ ଗଣମାଧ୍ୟମ ଯୋଗେ ଅନୁରୋଧ କରିଛନ୍ତି।

ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:Body:

blank

Conclusion:
Last Updated : Apr 23, 2019, 2:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.