ETV Bharat / state

ରାଜ୍ୟସାରା ହେବ ପରିବର୍ତ୍ତନ ସଭା, ଛୁଟିବେ କେନ୍ଦ୍ରୀୟ ବିଜେପି ନେତା

ଖୁବ୍‌ ଶୀଘ୍ର ଓଡିଶାକୁ ଛୁଟିବ ବିଜେପି କେନ୍ଦ୍ରୀୟ ମନ୍ତ୍ରୀଙ୍କ ସୁଅ। ଆସନ୍ତା ୧୪ରୁ ୨୧ ଯାଏଁ ରାଜ୍ୟରେ ପଡିବ କେନ୍ଦ୍ର ବିଜେପି ନେତାଙ୍କ ଡେରା ।

author img

By

Published : Feb 13, 2019, 9:54 AM IST

ଫଟୋ ସୌଜନ୍ୟ: ଡିଜାଇନ ଫଟୋ

ଭୁବନେଶ୍ୱର: ଖୁବ୍‌ ଶୀଘ୍ର ଓଡିଶାକୁ ଛୁଟିବ କେନ୍ଦ୍ରୀମନ୍ତ୍ରୀଙ୍କ ସୁଅ। ଆସନ୍ତା ୧୪ରୁ ୨୧ ଯାଏଁ ରାଜ୍ୟରେ ପଡିବ ବିଜେପିର କେନ୍ଦ୍ରୀୟ ନେତାଙ୍କ ଡେରା। ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ ସବୁଠି ସମାବେଶ କରିବ ଦଳ।

ରାଜ୍ୟ ବିଜେପିର ସୂଚନା ଅନୁଯାୟୀ, ୧୪ରେ କେନ୍ଦ୍ରମନ୍ତ୍ରୀ ରାମକୃପାଳ ଯାଦବ ଟିଟିଲାଗଡ଼ ଓ ରାଉରକେଲାଠାରେ ପରିବର୍ତ୍ତନ ସମାବେଶରେ ଯୋଗ ଦେବେ। ଏହାପରେ ୧୫ରେ ସମ୍ବଲପୁର ଆସିବେ ଅମିତ ଶାହ। । ୧୭ରେ ଭଦ୍ରକଠାରେ ହେବାକୁ ଥିବା ସାଧାରଣ ସଭାରେ ଉଦ୍‌ବୋଧନ ଦେବେ ଗୃହମନ୍ତ୍ରୀ ରାଜନାଥ ସିଂ। ସେହିପରି ୨୦ରେ ଭବାନୀପାଟଣା ଓ ନାଚୁଣି ଠାରେ କାର୍ଯ୍ୟକର୍ତ୍ତା ସମାବେଶରେ ସାମିଲ ହେବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।

ପ୍ରତି ବିଧାନସଭା କ୍ଷେତ୍ରରେ ବିଜେପି ପରିବର୍ତ୍ତନ ସଭା କରୁଛି । ଯାହା ମାର୍ଚ୍ଚ ୨ ସୁଦ୍ଧା ସବୁ ବିଧାନସଭା କ୍ଷେତ୍ରରେ ଏହି ପରିବର୍ତ୍ତନ ସଭା କରାଯିବ।

ଭୁବନେଶ୍ୱରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:Body:

ରାଜ୍ୟସାରା ହେବ ପରିବର୍ତ୍ତନ ସଭା, ଛୁଟିବେ କେନ୍ଦ୍ରୀୟ ବିଜେପି ନେତା

ଭୁବନେଶ୍ବର: ଖୁବ୍‌ ଶୀଘ୍ର ଓଡିଶାକୁ ଛୁଟିବ ବିଜେପି କେନ୍ଦ୍ରୀୟ ମନ୍ତ୍ରୀମାନଙ୍କ ସୁଅ । ଆସନ୍ତା ୧୪ରୁ ୨୧ ଯାଏଁ ରାଜ୍ୟରେ ପଡିବ କେନ୍ଦ୍ର ବିଜେପି ନେତାଙ୍କ ଡେରା । ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ ସବୁଠି ସମାବେଶ କରିବେ ବିଜେପିର ଏହି କେନ୍ଦ୍ରୀୟ ନେତା । 

ରାଜ୍ୟ ବିଜେପିର ସୂଚନା ଅନୁଯାୟୀ, ୧୪ରେ କେନ୍ଦ୍ରମନ୍ତ୍ରୀ ରାମକୃପାଳ ଯାଦବ ଟିଟିଲାଗଡ଼ ଓ ରାଉରକେଲାଠାରେ ପରିବର୍ତ୍ତନ ସମାବେଶରେ ଯୋଗ ଦେବେ । ଏହାପରେ ୧୫ରେ ସମ୍ବଲପୁର ଆସିବେ ଅମିତ ଶାହ। । ୧୭ରେ ଭଦ୍ରକଠାରେ ହେବାକୁ ଥିବା ସାଧାରଣ ସଭାରେ ଉଦ୍‌ବୋଧନ ଦେବେ ଗୃହମନ୍ତ୍ରୀ ରାଜନାଥ ସିଂ । ସେହିପରି ୨୦ରେ ଭବାନୀପାଟଣା ଓ ନାଚୁଣିଠାରେ କାର୍ଯ୍ୟକର୍ତ୍ତା ସମାବେଶରେ ସାମିଲ ହେବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । 

ତେବେ ପ୍ରତି ବିଧାନସଭା କ୍ଷେତ୍ରରେ ବିଜେପି ପରିବର୍ତ୍ତନ ସଭା କରୁଛି । ଯାହା ମାର୍ଚ୍ଚ ୨ ସୁଦ୍ଧା ସବୁ ବିଧାନସଭା କ୍ଷେତ୍ରରେ ଏହି ପରିବର୍ତ୍ତନ ସଭା କରାଯିବ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ନ୍ୟୁଜ୍‌

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.