ETV Bharat / state

ପୁଣିଥରେ ରାଜ୍ୟ ସରକାରଙ୍କୁ ପ୍ରତାପଙ୍କ ଟାର୍ଗେଟ

ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିଜେପିର ବରିଷ୍ଠ ନେତା ପ୍ରତାପ ଷଡ଼ଙ୍ଗୀ। ରାଜ୍ୟରେ ସ୍ବାସ୍ଥ୍ୟ ବ୍ୟବସ୍ଥାର ଦୁରାବସ୍ଥାକୁ ନେଇ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ପ୍ରତାପ।

author img

By

Published : Mar 16, 2019, 9:52 PM IST

ଫଟୋ ସୌଜନ୍ୟ- ସମ୍ୱାଦଦାତା, ଭୁବନେଶ୍ୱର

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିଜେପିର ବରିଷ୍ଠ ନେତା ପ୍ରତାପ ଷଡ଼ଙ୍ଗୀ। ରାଜ୍ୟରେ ସ୍ବାସ୍ଥ୍ୟ ବ୍ୟବସ୍ଥାର ଦୁରାବସ୍ଥାକୁ ନେଇ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ପ୍ରତାପ। ରାଜ୍ୟର ବିଭିନ୍ନ ମେଡ଼ିକାଲରେ ଡାକ୍ତର ସଂଖ୍ୟାର ଘୋର ଅଭାବ ଓ ଦୁର୍ବଳ ଭିତ୍ତିଭୂମି ରାଜ୍ୟ ସରକାରଙ୍କ ଶାସନ ପଣିଆକୁ ପଦାରେ ପକାଉଛି ବୋଲି କହିଛନ୍ତି ପ୍ରତାପ ଷଡ଼ଙ୍ଗୀ।

ଭିଡିଓ ସୌଜନ୍ୟ- ସମ୍ୱାଦଦାତା, ଭୁବନେଶ୍ୱର

ଅନ୍ୟପଟେ ରାଜ୍ୟରେ ସ୍ବାସ୍ଥ୍ୟବସ୍ଥା ବିପରୀତ ଦିଗରେ ଯାଉଥିବାବେଳେ କେନ୍ଦ୍ର ସରକାରଙ୍କର ଆୟୁଷ୍ମାନ ଯୋଜନାକୁ ରାଜ୍ୟ ସରକାର କାହିଁକି ଗ୍ରହଣ କଲେନି ବୋଲି ପୁଣି ଥରେ ପ୍ରଶ୍ନ କରିଛନ୍ତି? ସେହିଭଳି ଏତେ କମ୍ ଦିନ ଭିତରେ ରାଜ୍ୟ ସରକାର ନିଜସ୍ୱ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଏକ କୋଟି ହିତାଧିକାରୀ କିପରି ସାମିଲ ହେଲେ ବୋଲି ସରକାରଙ୍କୁ ଜବାବ ମାଗିଛନ୍ତି ପ୍ରତାପ ଷଡ଼ଙ୍ଗୀ।

ଭୁବନେଶ୍ୱରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Intro:Body:

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.