ETV Bharat / state

ହାତ ଧରିଲେ ଭିମସାର ପୂର୍ବତନ ନିର୍ଦ୍ଦେଶକ ଅଶ୍ଵିନୀ ପୂଜାହାରୀ

ଭିମସାର ପୂର୍ବତନ ନିର୍ଦ୍ଦେଶକ ଅଶ୍ଵିନ ପୂଜାହାରୀ ଆଜି ବିଧିବଦ୍ଧ ଭାବେ କଂଗ୍ରେସରେ ଯୋଗ ଦେଇଛନ୍ତି । ଏଥିପାଇଁ କଂଗ୍ରେସ ଭବନରେ ମିଶ୍ରଣ ପର୍ବ ଆୟୋଜନ ହୋଇଥିଲା।

author img

By

Published : Mar 24, 2019, 2:17 PM IST

Updated : Mar 24, 2019, 2:52 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଭିମସାର ପୂର୍ବତନ ନିର୍ଦ୍ଦେଶକ ଅଶ୍ଵିନ ପୂଜାହାରୀ ଆଜି ବିଧିବଦ୍ଧ ଭାବେ କଂଗ୍ରେସରେ ଯୋଗ ଦେଇଛନ୍ତି । ଏଥିପାଇଁ କଂଗ୍ରେସ ଭବନରେ ମିଶ୍ରଣ ପର୍ବ ଆୟୋଜନ ହୋଇଥିଲା। ମିଶ୍ରଣ ପର୍ବରେ ଓଡ଼ିଶାର ଅସ୍ଥାୟୀ ପ୍ରଭାରୀ ଟି.ଏସ ସିଂଦେଓ ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ୱର

ତେବେ ପୂଜାହାରୀଙ୍କ ଯୋଗଦାନ ପରେ ଅନେକ ଚର୍ଚ୍ଚା ସାମ୍ନାକୁ ଆସିଛି । ସମ୍ବଲପୁର ଲୋକସଭା ଆସନରୁ ପୂଜାହାରୀଙ୍କୁ ପ୍ରାର୍ଥୀ କରିପାରେ ଦଳ। ପିସିସି ସଭାପତି କହିଛନ୍ତି ଯେ ଅଶ୍ଵିନୀ ପୂଜାହାରୀ ଜଣେ ଖ୍ୟାତି ସମ୍ପନ୍ନ ଡାକ୍ତର । ଦଳରେ ଯୋଗଦେଇଥିବା ହେତୁ ଦଳ ମଜବୁତ ହେବ।

ତେବେ ଦଳ ଯେଉଁ କାର୍ଯ୍ୟ ବା ଯେଉଁ ନିଷ୍ପତ୍ତି ନେବ ତାକୁ ପାଳନ କରିବେ ବୋଲି କହିଛନ୍ତି ଡାକ୍ତର ଅଶ୍ୱିନୀ ପୂଜାହାରୀ।

ଭୁବନେଶ୍ୱରରୁ ତପନ କୁମାର ଦାସ, ଇଟିଭି ଭାରତ

Intro:Body:

Conclusion:
Last Updated : Mar 24, 2019, 2:52 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.