ETV Bharat / state

ହଳଦୀପଡିଆରୁ ପୁଣି ଧଳା ଜହର ଜବତ, ଟିଫିନ ବକ୍ସରେ ଚାଲିଛି କାରବାର - ବ୍ରାଉନସୁଗାର

ଟିଫିନ ବକ୍ସରେ ଚାଲିଛି ବ୍ରାଉନସୁଗାର କାରବାର । ରାଜଧାନୀରେ ଚାଲିଥିବା ଏହି ଚୋରା କାରବାରର ପର୍ଦ୍ଦାଫାଶ କରିଛି କମିଶନରେଟ ପୋଲିସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Jun 14, 2019, 4:18 PM IST

Updated : Jun 14, 2019, 7:10 PM IST

ଭୁବନେଶ୍ବର: ଟିଫିନ ବକ୍ସରେ ଚାଲିଛି ବ୍ରାଉନସୁଗାର କାରବାର । ରାଜଧାନୀରେ ଚାଲିଥିବା ଏହି ଚୋରା କାରବାରର ପର୍ଦ୍ଦାଫାଶ କରିଛି କମିଶନରେଟ ପୋଲିସ । ଘଟଣାରେ ଜଣେ ମହିଳା ବ୍ୟବସାୟୀଙ୍କୁ ଗିରଫ କରାଯିବା ସହ ଜବତ ହୋଇଛି ୧୯ ଗ୍ରାମ ବ୍ରାଉନସୁଗାର ।

bhubaneswar, brown sugar, seized, ଭୁବନେଶ୍ବର, ବ୍ରାଉନସୁଗାର, ଧଳା ଜହର
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସୂଚନା ଅନୁଯାୟୀ ରାଜଧାନୀର ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ହଳଦି ପଡିଆ ଇଲେକ୍ଟ୍ରି ଅଫିସ ନିକଟରେ ଏହି ଚୋରା କାରବାର ଚାଲୁଥିଲା । ଏନେଇ ଖବର ପାଇବା ପରେ ପୋଲିସ କୁଇକ ଆକ୍ସନ ଟିମ୍‌ ଚଢାଉ କରି ଜଣେ 40 ବର୍ଷିୟା ମହିଳା ବ୍ୟବସାୟୀ କୁନି ସିଂଙ୍କୁ ଗିରଫ କରିଥିଲା । ଗିରଫ ବ୍ୟବସାୟୀଙ୍କ ଠାରୁ 19ଗ୍ରାମ ବ୍ରାଉନସୁଗାର, 900ଟଙ୍କା ଓ ଗୋଟିଏ ସେଲଫୋନ ଜବତ କରିଛି ପୋଲିସ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:Body:Conclusion:
Last Updated : Jun 14, 2019, 7:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.