ETV Bharat / state

ବୌଦ୍ଧ ବନଖଣ୍ଡ ପକ୍ଷରୁ ବିଶ୍ବ ବନ ଦିବସ ପାଳିତ - ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠୀ

ବିଶ୍ବ ବନ ଦିବସରେ ବନଖଣ୍ଡ ବିଭାଗ ପକ୍ଷରୁ ଜିଲ୍ଲା ସ୍ତରୀୟ ବିଶ୍ବ ବନ ଦିବସ ବଘିଆପଡାଠାରେ ପାଳିତ ହୋଇଯାଇଛି । ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠୀଙ୍କ ନେତୃତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜଙ୍ଗଲ କ୍ଷୟ ହେବା ସହ ଜଙ୍ଗଲରେ ଦିନକୁ ଦିନ ନିଆଁଲାଗି ବ୍ୟାପକ କ୍ଷତିକୁ ନେଇ ଗଭୀର ଉଦବେଗ ପ୍ରକାଶ ପାଇଥିଲା। ଅଧିକ ପଢନ୍ତୁ...

ବୌଦ୍ଧ ବନଖଣ୍ଡ ପକ୍ଷରୁ ବିଶ୍ବ ବନ ଦିବସ ପାଳିତ
ବୌଦ୍ଧ ବନଖଣ୍ଡ ପକ୍ଷରୁ ବିଶ୍ବ ବନ ଦିବସ ପାଳିତ
author img

By

Published : Mar 22, 2021, 8:12 AM IST

ବୌଦ୍ଧ: ବିଶ୍ବ ବନ ଦିବସରେ ବନଖଣ୍ଡ ବିଭାଗ ପକ୍ଷରୁ ଜିଲ୍ଲା ସ୍ତରୀୟ ବିଶ୍ବ ବନ ଦିବସ ବଘିଆପଡାଠାରେ ପାଳିତ ହୋଇଯାଇଛି । ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠୀଙ୍କ ନେତୃତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅଧ୍ୟାପକ ପ୍ରବୀର ଦାସ, ବିଇଓ ଧୃବ ଚରଣ ଘିବେଲା, ସ୍ଥାନୀୟ ସରପଞ୍ଚ ପ୍ରମୁଖ ଯୋଗ ଦେଇ ବର୍ତ୍ତମାନ ସମୟରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ଜଙ୍ଗଲ କ୍ଷୟ ହେବା ସହ ଜଙ୍ଗଲରେ ଦିନକୁ ଦିନ ନିଆଁଲାଗି ବ୍ୟାପକ କ୍ଷତିକୁ ନେଇ ଗଭୀର ଉଦବେଗ ପ୍ରକାଶ ପାଇଥିଲା।

ବୌଦ୍ଧ ବନଖଣ୍ଡ ପକ୍ଷରୁ ବିଶ୍ବ ବନ ଦିବସ ପାଳିତ

ଗତ ସପ୍ତାହରେ ବୌଦ୍ଧ ବନଖଣ୍ଡର ବିଭିନ୍ନ ଜଙ୍ଗଲରେ ଲାଗିଥିବା ନିଆଁକୁ ଆୟତ୍ତ କରାଯାଇଥିବା ବେଳେ ଏବେ ପୁଣି ବିଭିନ୍ନ ଜଙ୍ଗଲରେ ନିଆଁଲାଗି ବ୍ୟାପିବାରେ ଲାଗିଛି । ତେବେ ଜନସଚେତନତା ଅଭାବରୁ ଏଭଳି ପରିସ୍ଥିତି ଉପୁଜୁଥିବା ଜଣାପଡିଛି। ରବିବାର ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଇକୋ କ୍ଲବରେ ସଫଳତା ହାସଲ କରିଥିବା ବୌଦ୍ଧ ସରକାରୀ ବାଳିକା ବିଦ୍ୟାଳୟକୁ ପୁରସ୍କୃତ କରାଯାଇଥିଲା ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.