ETV Bharat / state

ଦିନିକିଆ ବୌଦ୍ଧ ଗସ୍ତରେ ବିଶ୍ବ ହିନ୍ଦୁ ପରିଷଦ ଅଧ୍ୟକ୍ଷ - ଦିନିକିଆ ବୌଦ୍ଧ ଗସ୍ତରେ ବିଶ୍ବ ହିନ୍ଦୁ ପରିଷଦ ଅଧ୍ୟକ୍ଷ

ଦିନିକିଆ ବୌଦ୍ଧ ଗସ୍ତରେ ଆସିଛନ୍ତି ବିଶ୍ବ ହିନ୍ଦୁ ପରିଷଦ ଅଧ୍ୟକ୍ଷ ଡ଼ ପ୍ରବୀଣ ଭାଇ ତୋଗାଡିଆ । ଅଧିକ ପଢନ୍ତୁ

ଦିନିକିଆ ବୌଦ୍ଧ ଗସ୍ତରେ ବିଶ୍ବ ହିନ୍ଦୁ ପରିଷଦ ଅଧ୍ୟକ୍ଷ

author img

By

Published : Apr 24, 2022, 9:02 PM IST

ବୌଦ୍ଧ: ଦିନିକିଆ ବୌଦ୍ଧ ଜିଲ୍ଲା ଗସ୍ତରେ ବିଶ୍ବ ହିନ୍ଦୁ ପରିଷଦର(Working President of the Vishwa Hindu Parishad) ଅଧ୍ୟକ୍ଷ ଡ଼ ପ୍ରବୀଣ ଭାଇ ତୋଗାଡିଆ । ହିନ୍ଦୁତ୍ବର ରକ୍ଷା ତଥା ହିନ୍ଦୁ ମାନଙ୍କ ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ସେ ଆହ୍ବାନ ଦେଇଛନ୍ତି । ଆଜି(ରବିବାର) ପ୍ରଥମ ଦିନରେ ସେ ରକ୍ସା ଠାରେ ଆୟୋଜିତ ହିନ୍ଦୁ ଚିନ୍ତନ ମହାସଭାରେ ଯୋଗ ଦେଇଥିଲେ ।

ଦିନିକିଆ ବୌଦ୍ଧ ଗସ୍ତରେ ବିଶ୍ବ ହିନ୍ଦୁ ପରିଷଦ ଅଧ୍ୟକ୍ଷ
ଦିନିକିଆ ବୌଦ୍ଧ ଗସ୍ତରେ ବିଶ୍ବ ହିନ୍ଦୁ ପରିଷଦ ଅଧ୍ୟକ୍ଷ
ଦିନିକିଆ ବୌଦ୍ଧ ଗସ୍ତରେ ବିଶ୍ବ ହିନ୍ଦୁ ପରିଷଦ ଅଧ୍ୟକ୍ଷ

ଏହାପରେ ଅପରାହ୍ନରେ ବୌଦ୍ଧ ସ୍ଥିତ ପଥପ୍ରାନ୍ତ କେନ୍ଦ୍ର ଠାରେ ବୁଦ୍ଧିଜୀବୀ ଫୋରମ ପକ୍ଷରୁ ପ୍ରବୀଣ ଭାଇଙ୍କୁ ସ୍ବାଗତ କରାଯାଇଥିଲା । ସେଠାରେ ତୋଗାଡିଆ ହିନ୍ଦୁତ୍ବ ଉପରେ ଆଲୋଚନା କରିବା ସହିତ ଲୋକଙ୍କ ଜୀବନ ଜୀବିକା, ସ୍ବାସ୍ଥ୍ୟ ସେବା, ନ୍ୟାୟ ପ୍ରଦାନ, ଏକ ମୁଠା ଚାଉଳ ଯୋଜନା କିଭଳି ବ୍ୟବସ୍ଥିତ ହୋଇପାରିବ ସେ ସମ୍ପର୍କରେ ସୂଚନା ଦେଇଥିଲେ । ଏହାଛଡା ଆସନ୍ତା ମେ 26 ତାରିଖରୁ ହିନ୍ଦୁ ରୋଜଗାର ଯୋଜନା ସମ୍ପର୍କରେ ମଧ୍ୟ ସେ ସୂଚନା ଦେଇଥିଲେ । ତୋଗାଡିଆଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବୌଦ୍ଧ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷାର ବନ୍ଦୋବସ୍ତ କରାଯାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.