ETV Bharat / state

ବାମଣ୍ଡାରେ ଜଳସଂକଟ, ହନ୍ତସନ୍ତ ଜନସାଧାରଣ - ବାମଣ୍ଡା

ଜଳ ସମସ୍ୟାକୁ ଏଡାଇବାକୁ ଦୀର୍ଘ ବର୍ଷ ତଳେ ଓଭରହେଡ ପାଣି ଟାଙ୍କି ନିର୍ମାଣ ହୋଇଥିଲେ ମଧ୍ୟ ନିର୍ମାଣ ଦିନ ଠାରୁ ଏଠାରୁ ଜଳ ଯୋଗାଣ ଠିକ ଭାବରେ କାର୍ଯ୍ୟକାରୀ ହୋଇନଥିବା ସ୍ଥାନୀୟ ଅଧିବାସୀ କହିଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି ବୌଦ୍ଧ
author img

By

Published : May 26, 2019, 2:24 PM IST

ବୌଦ୍ଧ: ହରଭଙ୍ଗା ବ୍ଲକ ଅନ୍ତର୍ଗତ ବାମଣ୍ଡା ପଞ୍ଚାୟତ ମହକୁମାରେ ଏବେ ଉତ୍କଟ ପାନୀୟ ଜଳ ସମସ୍ୟା ଦେଖାଦେଇଛି ।

ଜଳ ସମସ୍ୟାକୁ ଏଡାଇବାକୁ ଦୀର୍ଘ ବର୍ଷ ତଳେ ଓଭରହେଡ ପାଣି ଟାଙ୍କି ନିର୍ମାଣ ହୋଇଥିଲେ ମଧ୍ୟ ନିର୍ମାଣ ଦିନ ଠାରୁ ଏଠାରୁ ଜଳ ଯୋଗାଣ ଠିକ ଭାବରେ କାର୍ଯ୍ୟକାରୀ ହୋଇନଥିବା ସ୍ଥାନୀୟ ଅଧିବାସୀ କହିଛନ୍ତି । ପାଣି ସମସ୍ୟା ଯୋଗୁଁ ଲୋକେ ହଇରାଣ ହେଉଥିବା ବେଳେ ଏଣୁ ଏଣୁ ପାଣି ଆଣି ଚଳୁଥିବା ବାମଣ୍ଡା ବାସୀ ସାବିତ୍ରୀ କହଁର କହିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ଓଭରହେଡ ଟାଙ୍କି ଥିବା ସହ ଲୁହା ପାଇପ ମଧ୍ୟ ବିଛାଯାଇଛି । କିନ୍ତୁ ପାଣି ସପ୍ଲାଇ କୁଆଡେ ମାସରେ ଥରେ ହୋଇଥାଏ । ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ଅଭିଯୋଗ କଲେ କଠୋର କଥା ଶୁଣିବାକୁ ପଡେ ବୋଲି ହିମାଦ୍ରୀ କହଁର ଅଭିଯୋଗ କରିଛନ୍ତି । ପାଣି ସମସ୍ୟା ଦୂର ସହ ପାଣି ଟାଙ୍କିକୁ ତୁରନ୍ତ କାର୍ଯ୍ୟକ୍ଷମ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବାକୁ ବାମଣ୍ଡା ବାସୀ ପୁରନ୍ଦର କହଁର ଦାବି କରିଛନ୍ତି ।

ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ

Intro:ବୌଦ୍ଧ ରେ ବଢ଼ିବାରେ ଲାଗିଛି ଜଣ୍ଡିସ ଆକ୍ରାନ୍ତ ଙ୍କ ସଂଖ୍ୟା । ଜଣ୍ଡିସ କାବୁ ହେବାର ନା ଧରୁନି ।ଏପଟେ ଶନିବାର ଆଉ ଜଣେ ଯୁବକ ଙ୍କ ଜଣ୍ଡିସରେ ମୃତ୍ୟୁ ହୋଇଥିବା ଜଣାପଡିଛି । ଚିକିତ୍ସା ଅବହେଳାରୁ ଯୁବକର ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।

Body:ବୌଦ୍ଧ ସହରରେ ଦୂଷିତ ପାନୀୟ ଜଳ ଯୋଗୁଁ କାମଳ ରୋଗ ବ୍ୟାପିବାରେ ଲାଗିଛି । ଗତ କିଛିଦିନ ପୂର୍ବରୁ ଏହି ଜଣ୍ଡିସ ରୋଗ ଓ ରୋଗୀଙ୍କ ମୃତ୍ୟୁକୁ ନେଇ ଈଟିଭି ଭାରତରେ ଖବର ପ୍ରସାରଣ ପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଘଟଣାର ତଦନ୍ତ କରାଯାଇ ରକ୍ତ ନମୁନା ପରୀକ୍ଷା ଠାରୁ ଆରମ୍ଭ କରି ଅନ୍ୟ ଆନୁଷଙ୍ଗିକ ପଦକ୍ଷେପ ଗ୍ରହଣ କରାଯାଇଥିଲା ।କିନ୍ତୁ ଏବେ ପୁଣି ଥରେ ଜଣେ ଯୁବକଙ୍କ ଜଣ୍ଡିସରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।ମୃତକ ଜଣକ ବୌଦ୍ଧ ନୂଆସାହିର ମିଥୁନ ବେହେରା (୨୮ ବର୍ଷ) ବୋଲି ଜଣାପଡିଛି ।ଅତ୍ୟନ୍ତ ଗରିବ ପରିବାରର ମିଥୁନ ଗତ ସପ୍ତାହରେ ଜଣ୍ଡିସରେ ଆକ୍ରାନ୍ତ ହେବା ଜାଣିବା ପରେ ବୌଦ୍ଧ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କ ଉପଯୁକ୍ତ ଚିକିତ୍ସା ନକରିବାରୁ ସେ ଭୂବନେଶ୍ୱର ର ସୋମ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଗତ ଶନିବାର ଅପରାହ୍ନରେ ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।ଉଭୟ ଡାକ୍ତରଖାନାରେ ତାକୁ ଚିକିତ୍ସା ରେ ଅବହେଳା କରାଯାଇଥିବାରୁ ତାର ମୃତ୍ୟୁ ହୋଇଥିଲା ବୋଲି ମୃତକର ବଡ ଭାଇ ଅଭିଯୋଗ କରିଛନ୍ତି ।ମୃତକ ଙ୍କ ପରିବାର ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବୀ ହୋଇଛି ।

Conclusion:ବାଇଟ-୧-ଶାନ୍ତନୁ ବେହେରା, ମୃତକର ବଡ ଭାଇ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.