ETV Bharat / state

ମାତିଛନ୍ତି ଜଙ୍ଗଲ ମାଫିଆ, କପା ଚାଷ ନାଁରେ କାଟୁଛନ୍ତି ଶହଶହ ଗଛ - ବୌଦ୍ଧରେ ମାତିଛନ୍ତି ଜଙ୍ଗଲ ମାଫିଆ

ମାଫିଆଙ୍କ କବ୍ଜାରେ ଜଙ୍ଗଲ । ବୌଦ୍ଧ ଜିଲ୍ଲାର ବିଭିନ୍ନ ଗ୍ରାମ୍ୟ ଜଙ୍ଗଲ ଓ ପତରା ଜଙ୍ଗଲ ଉପରେ ବର୍ତ୍ତମାନ ମାଫିଆମାନଙ୍କ ଲୋଲୁପ ଦୃଷ୍ଟି ପଡ଼ିଛି । କପା ଚାଷ ପାଇଁ ଜଙ୍ଗଲରୁ ଗଛକାଠି ସଫା ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଅଧିକ ପଢ଼ନ୍ତୁ

villagers allege of deforestation in boudh
ମାତିଛନ୍ତି ଜଙ୍ଗଲ ମାଫିଆ, କପା ଚାଷ ନାରେ କାଟୁଛନ୍ତି ଶହଶହ ଗଛ
author img

By

Published : Jun 8, 2022, 11:46 AM IST

ବୌଦ୍ଧ: ମାଫିଆଙ୍କ କବ୍ଜାରେ ଜଙ୍ଗଲ । ବୌଦ୍ଧ ଜିଲ୍ଲାର ବିଭିନ୍ନ ଗ୍ରାମ୍ୟ ଜଙ୍ଗଲ ଓ ପତରା ଜଙ୍ଗଲ ଉପରେ ବର୍ତ୍ତମାନ ମାଫିଆମାନଙ୍କ ଲୋଲୁପ ଦୃଷ୍ଟି ପଡ଼ିଛି । କପା ଚାଷ ପାଇଁ ଜଙ୍ଗଲରୁ ଗଛକାଠି ସଫା ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ମାତିଛନ୍ତି ଜଙ୍ଗଲ ମାଫିଆ, କପା ଚାଷ ନାରେ କାଟୁଛନ୍ତି ଶହଶହ ଗଛ

ରାଜ୍ୟ ବାହାରର ମାଫିଆମାନେ କିଛି ଜମି ଲିଜରେ ନେଇ ଶହଶହ ଏକର ଜଙ୍ଗଲରୁ ଗଛ କାଟି କପା ଚାଷ ପାଇଁ ଜମି ପ୍ରସ୍ତୁତ କରୁଛନ୍ତି । ଏପରିକି କିଛି ସ୍ଥାନୀୟ ଲୋକ, ଜଙ୍ଗଲ କର୍ମଚାରୀ ଓ ରାଜସ୍ୱ କର୍ମଚାରୀ ସହଯୋଗ କରୁଥିବା ନେଇ ଅଭିଯୋଗ ହୋଇଛି। ଜିଲ୍ଲାର କଣ୍ଟାମାଳ, ମନମୁଣ୍ଡା ଓ ବୌଦ୍ଧ ବନାଞ୍ଚଳର ବିଭିନ୍ନ ଜଙ୍ଗଲ ଅଞ୍ଚଳରେ ଦୀର୍ଘ ଦଶ ବର୍ଷ ହେଲା ଏଭଳି କାର୍ଯ୍ୟର ଏକ ବଡ ରାକେଟ କାମ କରୁଥିବା ବେଳେ ଅନେକ ସ୍ଥାନରେ କପା ନାରେ ଆଭ୍ୟନ୍ତରୀଣ ଜଙ୍ଗଲ ଅଞ୍ଚଳରେ ବେଆଇନ ଗଞ୍ଜେଇ ଚାଷ କରାଯାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଜଙ୍ଗଲରୁ ଏତେମାତ୍ରାରେ ଗଛକଟା ହେଉଥିବା ନେଇ ବନ ବିଭାଗ ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.