ETV Bharat / state

ଅଦିନିଆ ବର୍ଷାରେ ଫସଲ ନଷ୍ଟ, ଚିନ୍ତାରେ ଚାଷୀ

author img

By

Published : Feb 8, 2020, 2:05 PM IST

ଅଦିନିଆ ଓ ଲଗାଣ ବର୍ଷାରେ ବେହାଲ ବୌଦ୍ଧ ଜିଲ୍ଲା । ଏହି ଅଦିନିଆ ବର୍ଷାରେ ବିଶେଷ ଭାବରେ ପ୍ରଭାବିତ ହୋଇଛନ୍ତି ଚାଷୀ ।

Unseasonal rain in boudh, boudh latest news, boudh farmers in tension, ଚିନ୍ତାରେ ବୌଦ୍ଧ ଚାଷୀ, ବୌଦ୍ଧ ଲାଟେଷ୍ଟ ନ୍ୟୁଜ୍‌, ବୌଦ୍ଧରେ ଅଦିନିଆ ବର୍ଷା
ଅଦିନିଆ ବର୍ଷାରେ ଫସଲ ନଷ୍ଟ, ଚିନ୍ତାରେ ଚାଷୀ

ବୌଦ୍ଧ: ଅଦିନିଆ ଓ ଲଗାଣ ବର୍ଷାରେ ବେହାଲ ବୌଦ୍ଧ ଜିଲ୍ଲା । ଏହି ଅଦିନିଆ ବର୍ଷାରେ ବିଶେଷ ଭାବରେ ପ୍ରଭାବିତ ହୋଇଛନ୍ତି ଚାଷୀ । ଜିଲ୍ଲାର ବିଭିନ୍ନ ସ୍ଥାନରେ ଗତ ଚାରି ଦିନ ହେଲାଣି ଲାଗି ରହିଛି ଅଦିନିଆ ବର୍ଷା । ଏହି ଅଦିନିଆ ବର୍ଷା ଯୋଗୁଁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିବା ବେଳେ ରାସ୍ତାଘାଟ ସବୁ ଶୂନସାନ ହୋଇପଡିଛି ।

ଅଦିନିଆ ବର୍ଷାରେ ଫସଲ ନଷ୍ଟ, ଚିନ୍ତାରେ ଚାଷୀ

ଜିଲ୍ଲାର ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକର ଚାଷୀମାନେ ବିଶେଷ ଭାବରେ ପ୍ରଭାବିତ ହୋଇଛନ୍ତି । ଅଧିକାଂଶ ମଣ୍ଡିରେ ଧାନ ଭିଜି ଯାଇଥିବାରୁ ଚାଷୀ ଘରକୁ ଧାନ ଫେରାଇ ନେଉଥିବା ବେଳେ ପନିପରିବା ଓ ରବି ଜାତୀୟ ଫସଲ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହେବାର ଆଶଙ୍କା ପ୍ରକାଶ କରିଛନ୍ତି ଚାଷୀ । ଏପଟେ କୋହଲା ପାଗ ସାଙ୍ଗକୁ ଲଗାଣ ବର୍ଷା ଲାଗି ରହିଥିବାରୁ ବ୍ୟବସାୟୀମାନେ ମଧ୍ୟ ପ୍ରଭାବିତ ହୋଇଛନ୍ତି ।

ତେଣେ ଅଧିକାଂଶ ସରକାରୀ କାର୍ଯ୍ୟାଳୟକୁ କର୍ମଚାରୀମାନେ ଓ ସ୍କୁଲକୁ ଶିକ୍ଷକମାନେ ଆସୁନଥିବା ଦେଖାଯାଉଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ଅଦିନିଆ ଓ ଲଗାଣ ବର୍ଷା ରେ ବେହାଲ ବୌଦ୍ଧ ଜିଲ୍ଲା ।ଏହି ଅଦିନିଆ ବର୍ଷା ରେ ବିଶେଷ ଭାବରେ ପ୍ରଭାବିତ ହୋଇଛନ୍ତି ଚାଷୀ ।
ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗତ ଚାରି ଦିନ ହେଲାଣି ଲାଗି ରହିଛି ଅଦିନିଆ ବର୍ଷା ।ଏହି ଅଦିନିଆ ବର୍ଷା ଯୋଗୁଁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିବା ବେଳେ ରାସ୍ତା ଘାଟ ସବୁ ଶୂନସାନ ହୋଇପଡିଛି ।ଜିଲ୍ଲାର ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକର ଚାଷୀମାନେ ବିଶେଷ ଭାବରେ ପ୍ରଭାବିତ ହୋଇଛନ୍ତି ।ଅଧିକାଂଶ ମଣ୍ଡି ରେ ଧାନ ଭିଜିଯାଇଥିବାରୁ ଚାଷୀ ଘରକୁ ଧାନ ଫେରାଇ ନେଉଥିବା ବେଳେ ପନିପରିବା ଓ ରବି ଜାତୀୟ ଫସଲ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହେବାର ଆଶଙ୍କା ପ୍ରକାଶ କରିଛନ୍ତି ଚାଷୀ ।ଏପଟେ କୋହଲା ପାଗ ସାଙ୍ଗକୁ ଲଗାଣ ବର୍ଷା ଲାଗି ରହିଥିବାରୁ ବ୍ୟବସାୟୀ ମାନେ ମଧ୍ୟ ପ୍ରଭାବିତ ହୋଇଛନ୍ତି ।ଅଧିକାଂଶ ସରକାରୀ କାର୍ଯ୍ୟାଳୟକୁ କର୍ମଚାରୀ ମାନେ ଓ ସ୍କୁଲ କୁ ଶିକ୍ଷକ ମାନେ ଆସୁନଥିବା ଦେଖାଯାଉଛି ।

Body:ଅଦିନିଆ ଓ ଲଗାଣ ବର୍ଷା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ।

Conclusion:ବାଇଟ-୧-ରମେଶ ଚନ୍ଦ୍ର ସାହୁ, ଚାଷୀ
ବାଇଟ-୨-କେତନ କୁମାର ଅଗ୍ରୱାଲା
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.