ETV Bharat / state

ସାବିତ୍ରୀକୁ ଆଉ ଦୁଇ ଦିନ, ଆକାଶଛୁଆଁ ଫଳ ଦର - ଫଳ

ଆଉ ଦୁଇ ଦିନ ପରେ ସାବିତ୍ରୀ । ଏନେଇ ଫଳ ବଜାରରେ ଦେଖିବାକୁ ମିଳିଛି ସାବିତ୍ରୀ ଓ ସତ୍ୟବାନଙ୍କ ଭିଡ । ହେଲେ ଫଳବଜାରରେ ବଢୁଥିବା ଦରକୁ ଦେଖି ଛାନିଆ ଗ୍ରାହକ ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ
author img

By

Published : Jun 1, 2019, 6:25 PM IST

Updated : Jun 1, 2019, 6:58 PM IST

ବୌଦ୍ଧ: ଆଉ ଦୁଇ ଦିନ ପରେ ଆସୁଛି ସାବିତ୍ରୀ । ଏନେଇ ଫଳ ବଜାରରେ ଦେଖିବାକୁ ମିଳିଛି ସାବିତ୍ରୀ ଓ ସତ୍ୟବାନଙ୍କ ଭିଡ । ହେଲେ ଫଳବଜାରରେ ବଢୁଥିବା ଦରରକୁ ଦେଖି ଛାନିଆ ଗ୍ରାହକ । ଯେଉଁ ଫଳ ଦୁଇ ଦିନ ତଳେ କେଜି ଶହେ ଟଙ୍କାରେ ମିଳୁଥିଲା ତାହା ଆଜି 2ଶହ ଟଙ୍କା ପାର ହୋଇଛି । ଅନ୍ୟପଟେ ପୂଜା ସାମଗ୍ରୀର ଦର ମଧ୍ୟ ବଢିବାରେ ଲାଗିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ସହରର ବିଭିନ୍ନ ଫଳ ବଜାରରେ ଚଢା ଦର ଯୋଗୁଁ ଚିନ୍ତାରେ ଗ୍ରାହକ । ଅନ୍ୟପଟେ ସାବିତ୍ରୀ ପାଇଁ ଆବଶ୍ୟକ କାଠ ପାନିଆ, ଚୂଡି, ସିନ୍ଦୂର, କଜଳ, ଦର୍ପଣ ଓ ହଳଦୀ ଆଦିର ଦରଦାମ ବୃଦ୍ଧି ପାଇଥିବାରୁ ଗ୍ରାହକ ଅସନ୍ତୋଷ । ହେଲେ ପୂଜାର ବିଦ୍ଧି ପାଇଁ ଚଢା ଦରରେ ବି ଗ୍ରାହକ ଫଳମୂଳ ଯଥା (ସପୁରୀ, ଆମ୍ବ, ସେଓ, କଦଳୀ, ପଣସ, ଅଙ୍ଗୁର, କମଳା ଓ ତରଭୂଜ) ଆଦି କିଣୁଥିବା ଦେଖିବାକୁ ମିଳୁଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ନିଆ ଲାଗିଯାଇଛି ସାବିତ୍ରୀ ବଜାରରେ। ଉଭୟ ସତ୍ୟବାନ ଓ ସାବିତ୍ରୀ ବଜାରର ଫଳ ଦର ଦେଖି ଛାନିଆ । କିନ୍ତୁ ହେଲେବି ଅମାବାସ୍ୟା ର ପରମ୍ପରାକୁ ପାଳନ କରିବାକୁ ପଛାଇ ନାହାନ୍ତି ସତ୍ୟବାନ ।

Body:ବୌଦ୍ଧ ବଜାରରେ ଏବେ ଫଳ ଦର ଆକାଶ ଛୁଆଁ । ଫଳ ଦର ଅଧିକାଂଶ ଦୁଇ ଶହ ଟଙ୍କା ଉପରେ କିଲୋ ରହିଥିବା ବେଳେ ଦୁଇ ଦିନ ପୂର୍ବରୁ ଯେଉଁ ଫଳ କେଜି ଶହେ ଟଙ୍କା ରେ ମିଳୁଥିଲା ଆଜି ତାହା ଗୋଟିକ କୋଡିଏ ରୁ ତିରିଶ ଟଙ୍କାରେ ବିକ୍ରି ହେଉଛି ।ବୌଦ୍ଧ ବଜାରରେ ସପୂରୀ,ଆମ୍ବ, କଦଳୀ, ସେଓ,ପଣସ,ଅଙ୍ଗୁର,କମଳା, ତରଭୁଜ ଭଳି ଫଳ ସାମଗ୍ରୀର ଅହେତୁକ ଦାମ ବଢିଥିବା ବେଳେ କାଠପାନିଆ,ଚୁଡି, ସିନ୍ଦୂର, ଦର୍ପଣ,ହଳଦୀ,କଜଳ ଭଳି ପୂଜା ଉପକରଣ ର ମଧ୍ୟ ଚାହିଦା ବଢିଛି ।କିନ୍ତୁ ଦାମକୁ ନେଇ ସାବିତ୍ରୀ ମାନେ ବେଶ ବିବ୍ରତ ଜଣାପଡୁଛନ୍ତି ।

Conclusion:ବାଇଟ-୧-ଗୀତାଞ୍ଜଳୀ ସାହୁ
ବାଇଟ-୨-ସୁପ୍ରଭା ପ୍ରଧାନ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
Last Updated : Jun 1, 2019, 6:58 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.