ETV Bharat / state

ବାଲି ଯୋଗାଣ ସମୟରେ ଧରପଗଡ଼, ବିରୋଧ କଲା ଟ୍ରାକ୍ଟର ମାଲିକ ସଂଘ

author img

By

Published : Mar 15, 2022, 10:42 AM IST

ମହାନଦୀରୁ ବାଲି ଚାଲାଣକୁ ନେଇ ଦେଖାଦେଇଛି ଅଚଳାବସ୍ଥା । ଓ୍ବାଇ ଫର୍ମ ଓ ରସିଦକୁ ନେଇ ସମସ୍ୟା ସୃଷ୍ଟି ହୋଇଥିବାରୁ ଗତ ପାଞ୍ଚ ଦିନ ହେଲା ଟ୍ରାକ୍ଟର ଯୋଗେ ବାଲି ଚାଲାଣ ବନ୍ଦ ରହିଛି । ଅଧିକ ପଢ଼ନ୍ତୁ

ILLEGAL SAND LOADED
ILLEGAL SAND LOADED

ବୌଦ୍ଧ: ଗତ ପାଞ୍ଚ ଦିନ ହେଲା ମହାନଦୀରୁ ବାଲି ଚାଲାଣ ବନ୍ଦ ରହିଛି । କାରଣ ବୌଦ୍ଧ ଜିଲ୍ଲା ସଦର ତହସିଲ ଅନ୍ତର୍ଗତ ମହାନଦୀ ଘାଟକୁ ଲିଜ ପ୍ରଦାନ କରାଯାଇଛି । ହେଲେ ବାଲି ରୟାଲଟି ତଥା ବାଲି ଚାଲାଣ ସମୟରେ ଆବଶ୍ୟକ ଓ୍ବାଇ ଫର୍ମ ଓ ରସିଦ ଅନେକ ସମୟରେ ରାଜସ୍ବ ବିଭାଗ ଫାଇଲ ଓ ଚାଲାଣ କାଟୁଛି । ଏହାକୁ ବିରୋଧ କରି ଆର୍ଥିକ କ୍ଷତି ସହୁଥିବା ଟ୍ରାକ୍ଟର ମାଲିକ ସଂଘ ବୌଦ୍ଧ ତହସିଲଦାରଙ୍କୁ ଭେଟି ଏ ସମ୍ପର୍କରେ ଆଲୋଚନା କରିଥିଲେ ।

ବାଲି ଯୋଗାଣ ସମୟରେ ଧରପଗଡ଼

ଏହାସହ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ଦାବି କରିଥିଲେ । ଏହାର ବିହିତ ପଦକ୍ଷେପ ଗ୍ରହଣ କରାନଗଲେ ଆଗାମୀ ଦିନରେ ବୌଦ୍ଧ ଅଞ୍ଚଳରେ ବାଲି ଯୋଗାଣକୁ ବନ୍ଦ କରି ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ସଂଘ ଚେତାବନୀ ଦେଇଛି । ଏନେଇ ତହସିଲଦାର ପ୍ରତିଶୃତି ଦେଇଛନ୍ତି ଯେ ଖୁବଶୀଘ୍ର ଓ୍ବାଇ ଫର୍ମ ଓ ରସିଦ ଦିଆଯିବ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.